ଭୋଟ ଦେଉଛି ବିଜେପୁର, ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ୫ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା।
ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରେ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା...
ମହାରାଷ୍ଟ୍ର, ହରିୟାଣାରେ ଚାଲିଛି ମତଦାନ, ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ଏବଂ ହରିୟାଣା ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ମତଦାନ କେନ୍ଦ୍ର ଆଗରେ ଲାଗିଛି ଲୋକମାନଙ୍କ ଲମ୍ବା ଲାଇନ୍। ସକାଳ ୭ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ଭୋଟଦାନ ସୁରୁଖୁରୁରେ...
ରାହୁଲଙ୍କୁ ରାଜନାଥଙ୍କ ପ୍ରଶ୍ନ – ଅସ୍ତ୍ରପୂଜା ସମୟରେ ରାଫେଲରେ ଓମ୍ ନଲେଖି ଆଉ କ’ଣ ଲେଖିଥାନ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାର ଭିବାନୀରେ ନିର୍ବାଚନୀ ପ୍ରଚାର କରିବା ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରାଫେଲର ଅସ୍ତ୍ର ପୂଜାକୁ ନେଇ ହୋଇଥିବା ବୟାନବାଜି...
ଏଗାର ରାଉଣ୍ଡରେ ବି ବିଜେଡି ଆଗୁଆ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ଏଗାର ରାଉଣ୍ଡ ସୁଦ୍ଧା ବିଜେଡି ୧୪, ୭୨୭ ଭୋଟ୍ରେ ଆଗୁଆ ଅଛି।
ବିଜେଡି ମୋଟ୍ ୬୩,...
ସପ୍ତମ ରାଉଣ୍ଡରେ ସାବିତ୍ରୀ ଆଗରେ ବିଜୟ ପଛରେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସପ୍ତମ ରାଉଣ୍ତ ଗଣତି ସରିଛି। ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୧ ହଜାର...
ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୬,୬୧୨ ଭୋଟ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଷଷ୍ଠ ରାଉଣ୍ଡ ସୁଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ବିଜୟ...
ପାଟକୁରା ରେଜଲ୍ଟ: ପଞ୍ଚମ ରାଉଣ୍ଡରେ ବିଜେଡି ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ସକାଳ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ତ ଭୋଟ୍ ଗଣତି ଚାଲିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୮୬୭୩ ଭୋଟ୍ରେ ଆଗୁଆ...
ସୁର କହିଲେ, ‘‘ଖୋଦ୍ ବିଜେପି ପାଇଁ ପାଟକୁରାରେ ହାରିବେ ବିଜୟ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ରେଜଲ୍ଟ ପୂର୍ବରୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ବୟାନ ରାଜନୀତିକୁ କଲା ଉଷ୍ମ।
‘‘ବିଜୟ ମହାପାତ୍ର ଜଣେ ଟାଲେଣ୍ଟ ନେତା। ଯଦି ସେ ପାଟକୁରାରେ ଏକୁଟିଆ ବୁଲିଥାନ୍ତେ ତାହାଲେ ଜିତିଥାନ୍ତେ।...
ସରିଲା ପାଟକୁରା ଭୋଟ – ଇଭିଏମରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପାଟକୁରା ବିଧାନସଭା ଆସନ ପାଇଁ ଭୋଟ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ଭୋଟର ଉତ୍ସାହର...
ପାଟକୁରାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରାରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ଭୋଟରମାନେ ଲମ୍ବା ଧାଡ଼ିରେ ଆସି ଭୋଟ ଦେଉଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ୬୭...





















