ଆପ୍‌ ଏବଂ ୱେବସାଇଟ୍‌ରୁ ଜାଣି ହେବ ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ପ୍ରକାଶ ପାଇବ ସାରା ଦେଶର ସବୁଠାରୁ ବଡ଼ ଗଣପର୍ବ ନିର୍ବାଚନର ଫଳାଫଳ। ଫଇସଲା ହେବ, କିଏ ଗଢ଼ିବ ସରକାର ଅଉ କିଏ ମାରିବ ଫେଲ୍‌। ଫଳାଫଳକୁ ଚାହିଁ ବସିଛନ୍ତି...

ଭୁବନେଶ୍ୱରରେ ଡିସ୍‌ପ୍ଲେ ବୋର୍ଡରୁ ଭୋଟର ଜାଣିବେ ନିର୍ବାଚନ ଫଳ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାତି ପାହିଲେ ବାହାରିବ ୨୦୧୯ ନିର୍ବାଚନର ଫଳାଫଳ। ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବ। ପ୍ରତି...

ପଦରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପିସିସି ସମନ୍ୱୟ କମିଟି ଆବାହକ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାରେ ତ୍ରୁଟି ଅଭିଯୋଗ ଆଣି ବୁଧବାର...

ଦାମ କଷିଲେ ଗଣିତ – ‘‘ଓଡ଼ିଶାରେ ହେବ ଝୁଲା ବିଧାନସଭା’’

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ https://www.youtube.com/watch?v=RsNN70zwTvE&feature=youtu.be ‘‘ବିଜୁ ଜନତା ଦଳ ଏଥର ଓଡ଼ିଶା ବିଧାନସଭାରେ ମ୍ୟାଜିକ ନମ୍ବର ହାସଲ କରି ନପାରେ। ୬୮ରୁ ୭୦ ଭିତରେ ରହିବ ବିଜେଡି। ସେହିପରି ବିଜେପି ୫୦ରୁ ୫୫ ଆସନ ପାଇବ।...

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ମେ’ ୨୩ ପାଇଁ ପ୍ରସ୍ତୁତି ଆରମ୍ଭ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରବିବାର ଦିନ ଏକଜିଟ ପୋଲ ଫଳ ପ୍ରକାଶ ପାଇବା ପରେ ବିଜେପିରେ ଆନନ୍ଦ ଉଲ୍ଲାସର ଲହରୀ ଖେଳିଯାଇଛି। ପ୍ରାୟ ସମସ୍ତ ଏକଜିଟ ପୋଲ ବିଜେପି କ୍ଷମତାକୁ  ଫେରିବ ବୋଲି ଭବିଷ୍ୟବାଣୀ...

ଏକଜିଟ ପୋଲ – ଦଶଟି ବଡ଼ ରାଜନୀତିକ ସଙ୍କେତ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ରବିବାର ସନ୍ଧ୍ୟାରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଓ ଟିଭି ଚ୍ୟାନେଲ ପକ୍ଷରୁ ଏକଜିଟ ପୋଲର ଫଳ ଘୋଷଣା କରାଯାଇଛି।...

ସରିଲା ନିର୍ବାଚନ, ଏବେ ନଜରରେ କିଏ ଗଢ଼ିବ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗଣତନ୍ତ୍ରର ମହାପର୍ବ ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି। ରବିବାର ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ରହିଥିଲା। ସାରା ଦେଶରେ ୫୪୨ ସଂସଦୀୟ ଆସନ ପାଇଁ ନିର୍ବାଚନ ପୂରା ହୋଇଥିବା...

ସମସ୍ତଙ୍କ ନଜର ମେ’ ୨୩ ଉପରେ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆଉ ୩ ଦିନ ପରେ ବାହାରିବ ୨୦୧୯ର ବଡ଼ ପରୀକ୍ଷା ଫଳ। ପରୀକ୍ଷାରେ କିଏ ପାସ୍ କରୁଛି ଏବଂ କିଏ ଫେଲ୍ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଥିବା...

ଶେଷ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ, ୧୧ଶହ କୋଟିରୁ ଅଧିକ ସମ୍ପତ୍ତିର ମାଲିକ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟିଂ। ୮ ରାଜ୍ୟରେ ୫୯ ଆସନ ଲାଗି ହେବ ମତଦାନ। ତେବେ ସାରାଦେଶରେ ଏହି ୫୯ ଆସନ ଲାଗି ମୈଦାନରେ ଅଛନ୍ତି ୯୧୮ଜଣ ପ୍ରାର୍ଥୀ। ଏଡିଆର...

ଇସିରୁ ସନ୍ନିଙ୍କୁ ନୋଟିସ୍

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ନିର୍ବାଚନ କମିଶନ ପକ୍ଷରୁ ବିଜେପି ନେତା ତଥା ପଞ୍ଜାବର ଗୁରୁଦାସପୁର ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ଝଟକା ଲାଗିଛି। ସନ୍ନିଙ୍କୁ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଇସି ନୋଟିସ...