ରାଜନୈତିକ ଦଳଙ୍କୁ ନେଇ ଡିସିପି ଅଫିସ୍‌ରେ ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ନିର୍ବାଚନୀ ଶୃଙ୍ଖଳା...

ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା ୨୮ରେ ଧରିବେ ହାତ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ମାର୍ଚ୍ଚ ୨୮ରେ କଂଗ୍ରେସରେ ସାମିଲ ହେବେ। ମଙ୍ଗଳବାର ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ ଶତ୍ରୁଘ୍ନ ଯାହା ପରେ ଏହା ନିଶ୍ଚିତ...

କଂଗ୍ରେସରୁ ଇସ୍ତଫା ଦେଲେ ଗ୍ରେଗୋରୀ ମିଞ୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳୀୟ ନତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି। ଗ୍ରେଗୋରୀ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ...

କଟକରୁ ଲୋକସଭା ପାଇଁ ସୌମ୍ୟରଞ୍ଜନଙ୍କୁ ଫିଟ୍ କରିବ କି ବିଜେଡି?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଭର୍ତ୍ତୃହରିଙ୍କ ଜାଗାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେବାକୁ ଯୋଜନା କରୁଛି ବିଜେଡି। ଏବେ ଚର୍ଚ୍ଚାରେ କଟକ ଲୋକସଭା ଆସନ। ଏହି ଆସନ ପାଇଁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି...

ଭୋଟ୍‌ ପରିଚୟ ପତ୍ର ନଥିଲେ କେମିତି ଦେବେ ଭୋଟ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ରୁ ୨୯ ତାରିଖ ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ରେ...

କଂଗ୍ରେସକୁ ମିଳିଲାନି ମହିଳା ଷ୍ଟାର କ୍ୟାମ୍ପେନର?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ସୋମବାର ଓଡ଼ିଶା କଂଗ୍ରେସ ତାର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅନେକ ହେଭିୱେଟଙ୍କ ନାଁ ଥିବା ଦେଖିବାକୁ ମିଳିଛି। ରାହୁଲ,ପ୍ରିୟଙ୍କା, ସଚ୍ଚିନ ପାଇଲଟଙ୍କ ସମେତ ଓଡ଼ିଶାରୁ ୧୭ଜଣଙ୍କ...

ପଦ୍ମ ଛାଡ଼ିଲେ ସୁବାସ ଚୌହ୍ୱାନ, ଦଳ ଛାଡ଼ିବା ଲାଗି ବାଧ୍ୟ କରାଯାଇଥିବା ଚିଠିରେ ଲେଖିଲେ ସୁବାସ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇଛନ୍ତି ସୁବାସ ଚୌହନ। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି। ବରଗଡରୁ ବିଜେପି ସୁବାସଙ୍କୁ ଟିକେନ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ।...

ଲୋଭ ଓ ଲାଭ ପାଇଁ ଦଳ ଛାଡ଼ନ୍ତି ନେତା – ପ୍ରସାଦ ହରିଚନ୍ଦନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=hc_00jg7fDU] ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଲେ, "୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି।" "୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି। ୫ ବର୍ଷ ଧରି...

ମୟୂରଭଞ୍ଜରେ ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ସ୍ୱାଗତ

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ପ୍ରାୟ ସବୁଦଳରେ ପ୍ରତିଦିନ ଚାଲିଛି ମିଶ୍ରଣ ପର୍ବ। ନିକଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ...

ନବୀନ ମୋର ପରିବାର, ଶଙ୍ଖ ମୋର ଚିହ୍ନ

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନବୀନ ନିବାସରେ ଏଲଇଡି ପ୍ରଚାର ଭ୍ୟାନର ଶୁଭାରମ୍ଭ କରାଯାଇଛି। ଏଥର ବିଜେଡି ପ୍ରଚାରରେ ୩୧୪ଟି ଛୋଟ ଏଲଇଡି...