୨୯ ବର୍ଷରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୯ ବର୍ଷରେ ପଦାର୍ପଣ କଲେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଲିଉଡ ତଥା ସାଉଥ୍‌ ଇଣ୍ଡିଆନ ଫିଲ୍ମରେ ନିଜର ଯାଦୁ ଦେଖାଇଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ଆଜି ଜନ୍ମଦିନ। ଜନ୍ମ ଦିନ...

ଇଂଲଣ୍ଡରେ ପ୍ରଦର୍ଶିତ ହେବ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରୁପା ତାରକସି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଂଲଣ୍ଡରେ ପ୍ରଦର୍ଶିତ ହେବ କଟକ ପ୍ରସିଦ୍ଧ ହସ୍ତଶିଳ୍ପ ରୁପା ତାରକସି କାମକୁ ନେଇ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ 'ରୁପା ତାରକସି'। ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଲିଫ୍ଟ ଅଫ୍‌ ଫିଲ୍ମ...

ଆଜି ଉସ୍ତାଦ ନୁସରତ୍ ଫତେ ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ, ପାକିସ୍ତାନୀ ଗାୟକ ହୋଇବି ଭାରତରେ ହୋଇଥିଲେ ଲୋକପ୍ରିୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କବାଲି ସଂଙ୍ଗୀତର ମହାରାଜା ଭାବେ ପରିଚିତ ପାକିସ୍ତାନୀ ଗାୟକ ଉସ୍ତାଦ ନୁସରତ ଫତେ ଅଲ୍ଲୀ ଖାନ। ଯାହାଙ୍କ ସଙ୍ଗୀତ ଭାରତରେ ମଧ୍ୟ ବେଶ୍‌ ଲୋକପ୍ରିୟ। ବଲିଉଡର ଅଧିକାଂଶ ଗୀତ ତାଙ୍କର କବାଲିରୁ...

ଟ୍ରେଲର୍‌ ପୂର୍ବରୁ ଦବଙ୍ଗ ୩ର ଗୀତ ରିଲିଜ୍‌ କରିବେ ସଲମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଲମାନ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଦର୍ଶକଙ୍କ ପ୍ରିୟ ହେବାର ଅନ୍ୟ ଏକ କାରଣ ହେଉଛି ଫିଲ୍ମରେ ସ୍ଥାନ ପାଇଥିବା ସୁନ୍ଦର ଗୀତ। ଅଧିକାଂଶ ଫିଲ୍ମରେ ସଲମାନଙ୍କ ଫିଲ୍ମର ଗୀତ ସୁପରହିଟ୍‌ ହୋଇଥାଏ। ଆପଣ...

ଯଲିଉଡର ହିଟ୍ ଯୋଡ଼ି ଟୁକୁନା-ଲିପି ପ୍ରେମକାହାଣୀରେ ଥିଲା ହର ପଟ୍ଟନାୟକଙ୍କ ଆଶୀର୍ବାଦ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ ତଥା ଯଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ପାଇଁ ଯାତ୍ରାଜଗତର ଏକ ଲୋକପ୍ରିୟ ଯୋଡ଼ି ଟୁକୁନା–ଲିପିଙ୍କ ପ୍ରେମକାହାଣୀ ଆଗକୁ ବଢିପାରିଥିଲା। ଓଲିଉଡ ଓ ଯଲିଉଡ ମଧ୍ୟରେ ରହିଛି ଏକ ଗଭୀର ସମ୍ପର୍କ। ଓଲିଉଡରୁ ଯାଇ କଳାକାରମାନେ ଯାତ୍ରାରେ କାମ କରୁଛନ୍ତି। ଠିକ୍ ସେହିପରି ଯଲିଉଡରୁ ବି ଆସି ଓଲିଉଡରେ କାମ...

ଅମିଷା ପଟେଲଙ୍କ ବିରୋଧରେ ଗିରଫ ପରଓ୍ଵାନା

ଓଡ଼ିଶାଲାଇଭ ବ୍ୟୁରୋ ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ପ୍ରଯୋଜକ ଅଜୟ କୁମାର ଅମିଷାଙ୍କ ବିରୋଧରେ ଅଢ଼େଇ କୋଟି ଟଙ୍କାର ଚେକ ବାଉନ୍ସ ଅଭିଯୋଗ...

ଆଜି ଜନ୍ମଦିନ, ଅକ୍ଷୟ ମହାନ୍ତିଙ୍କୁ ଝୁରୁଛନ୍ତି ଦେବଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=_zrCk_QXlN4] ଆସନ୍ତୁ ଜାଣିବା କବି ଓ ଗୀତିକାର ଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତିଙ୍କୁ କେମିତି ମନେପକାଇଛନ୍ତି। ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ...

ସୁସ୍ମିତା ଦାସଙ୍କ କଣ୍ଠରୁ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ‘ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=FICyiCscn24 ଆଜି ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଭକ୍ତିଭରା ଗୀତ ‘ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା’ ସୁସ୍ମିତା ଦାସଙ୍କ କଣ୍ଠରୁ। ଅକ୍ଷୟ ମହାନ୍ତି – କେବଳ...

ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଭକ୍ତିଭରା ଗୀତ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=535YdrBxoz8] ଆଜି ଖୋକା ଭାଇଙ୍କ ଜନ୍ମଦିନ। ଶୁଣନ୍ତୁ, ଅକ୍ଷୟ ମହାନ୍ତିଙ୍କ ଭକ୍ତିଭରା ଗୀତ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’। ଆସନ୍ତୁ ଖୋକା ଭାଇଙ୍କ ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା। ଅକ୍ଷୟ ମହାନ୍ତି...

ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଭକ୍ତିଭରା ଗୀତ ‘ଦିନବନ୍ଧୁ ଦଇତାରୀ’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=UXWOlnhAk5s] ଆଜି ଖୋକା ଭାଇଙ୍କ ଜନ୍ମଦିନ। ଶୁଣନ୍ତୁ, ଅକ୍ଷୟ ମହାନ୍ତିଙ୍କ ଭକ୍ତିଭରା ଗୀତ ‘ଦିନବନ୍ଧୁ ଦଇତାରୀ, ଦୁଃଖ ନ ଗଲା ମୋହରୀ’। ଆସନ୍ତୁ ତାଙ୍କ ଗୀତ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା। ଅକ୍ଷୟ...