ପରଲୋକରେ ବର୍ଷିଆନ ଅଭିନେତା ମିହିର ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପାଇଁ ଏବଂ ସମଗ୍ର ଫିଲ୍ମ ଜଗତ ଆଉ ସିନେପ୍ରେମୀଙ୍କ ପାଇଁ ବଡ଼ ଦୁଃଖଦ ଖବର। ମଙ୍ଗଳବାର ଅପରାହ୍ଣ ୩ଟା ୨୦ ମିନିଟରେ ବର୍ଷିଆନ ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି।...

ଜାଣନ୍ତୁ ହ୍ରିତିକ ରୋଶନଙ୍କ ବିଷୟରେ କିଛି ରୋଚକ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ କିଏ ବା ନଜାଣେ। ତାଙ୍କର ଦକ୍ଷ ଅଭିନୟ ଓ ଚମତ୍କାର ଡ୍ୟାନ୍ସ ପାଇଁ ସେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ...

କରଣବୀରଙ୍କ ବଲିଉଡ ଡେବ୍ୟୁ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଛୋଟ ପରଦାରେ ଦକ୍ଷ ଅଭିନୟ କରି ସଫଳତା ପାଇଥିବା ଅଭିନେତା କରଣବୀର ବୋହରା ବଲିଉଡରେ ଡେବ୍ୟୁ କରିଛନ୍ତି। ଖୁବଶୀଘ୍ର ଦର୍ଶକ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବ। ଫିଲ୍ମର ପୋଷ୍ଟର ଏବଂ...

ଗୌରୀଙ୍କୁ ବିବାହ କରିବାକୁ ମିଛ କହିଥିଲେ ଶାହରୁଖ, ୫ ବର୍ଷ କରିଥିଲେ ହିନ୍ଦୁ ହେବାର ନାଟକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦୁନିଆ ଶାହରୁଖଙ୍କ ଦିଓ୍ୱାନା କିନ୍ତୁ ଶାହରୁଖ ଗୌରୀଙ୍କ ଦିଓ୍ୱାନା। ଏକଥା ଶାହରୁଖଙ୍କ ଲଭଷ୍ଟୋରିରୁ ଜଣାପଡ଼େ। କାରଣ ଗୌରୀଙ୍କୁ ବିବାହ କରିବାକୁ ଶାହରୁଖ ୫ ବର୍ଷ ହିନ୍ଦୁ ହେବାର ନାଟକ କରିଥିଲେ।...

‘ଉଠିବା ଆମେ’ – ଲକଡାଉନର ନିରବତାକୁ ଦେଖାଇଲା ଭାରତବାଲାଙ୍କ ସର୍ଟଫିଲ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୨୪, ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଭାରତରେ ଲକଡାଉନ୍‌ ଘୋଷଣା ହେଲା। ରାସ୍ତାଘାଟ ନିରବ, ଗାଁ ଗହଳି ଶୂନଶାନ, ଦୋକାନ, ମଲ, ବଜାର ବନ୍ଦ। କାରଖାନା ଏବଂ ବିଦ୍ୟାଳୟ, କାର୍ଯ୍ୟାଳୟ...

ଘର ଲୋକଙ୍କ ପସନ୍ଦରେ ଖୁବଶୀଘ୍ର ବିବାହ କରିବେ କାଜଲ୍‌ ଅଗ୍ରଓ୍ୱାଲ୍‌

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦକ୍ଷିଣୀ ଓ ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ୍‌ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ କୌଣସି ବଲିଉଡ୍ କି ଟଲିଉଡ୍ ଅଭିନେତାଙ୍କ ସହିତ ତାଙ୍କର ବିବାହ ହେଉନାହିଁ ବରଂ...

ହ୍ୟାକିଙ୍ଗ ପରେ ରିକଭର ହେଲା ବିଗ ବି’ଙ୍କ ଟୁଇଟର ଆକାଉଣ୍ଟ

ଓଡ଼ିଶାଲାଇଭ ବ୍ୟୁରୋ ଦିନକୁ ଦିନ ସାଇବର କ୍ରାଇମର ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରାଇମର ଶିକାର ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ। ସୋମବାର ସନ୍ଧ୍ୟାରେ ଅମିତାଭଙ୍କ ଅଫିସିଆଲ ଟୁଇଟର ଆକଉଣ୍ଟ ହ୍ୟାକ ହୋଇଥିଲା। ହ୍ୟାକର...

ବଲିଉଡରେ ରାଉରକେଲା ଝିଅ ରୋଜା ରଣାଙ୍କ କମାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=RMlGCLCBrQQ] ବଲିଉଡ କୋରିଓଗ୍ରାଫର ଭାବେ ପରିଚୟ ସୃଷ୍ଟି କରିଥିବା ରୋଜା ରଣାଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଷ୍ଟିଲ୍‌ ସିଟି ରାଉରକେଲାର ଝିଅ ରୋଜା ରଣା, ବଲିଉଡରେ ସୃଷ୍ଟି କରିଛନ୍ତି ପରିଚୟ। ମାଧୁରୀ ଦୀକ୍ଷିତ, ହ୍ରିତିକ...

ବାର୍ଥ ଡେ ସ୍ପେଶାଲ: ଫିଲ୍ମରେ ଆସିବା ପୂର୍ବରୁ ଏହି କାମ କରୁଥିଲେ ଅର୍ଜୁନ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଫିଲ୍ମ ‘ଇଶକଜାଦେ’ରୁ ବଲିଉଡରେ ପାଦ ରଖିଥିଲେ ଅଭିନେତା ଅର୍ଜୁନ କପୁର। ଧୀରେ ଧୀରେ ବଲିଉଡରେ ନିଜର ସ୍ଥାନ ତିଆରି କରିବାରେ ସେ ସଫଳ ହୋଇଥିଲେ। ଏବେ ସେ ବଲିଉଡର ଜଣେ...