କଟକର କରୋନା ରିପୋର୍ଟ ଦେଲେ ସିଏମସି କମିସନର – ଜଗିଛନ୍ତି ସାହି କମିଟି, ପୂଜା କମିଟି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରେ କରୋନାକୁ କିପରି ମୁକାବିଲା କରାଯାଉଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାଶ। କଟକ ସହରରେ କରୋନା ମୁକାବିଲା ନେଇ ରିପୋର୍ଟ ଦେଇଛନ୍ତି ସିଏମସି...

ଘରକୁ ଫେରିଲେ ଆଉ ୧୮୪ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪, ୬୦୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ଔଷଧକୁ ଅନୁମତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତମାନଙ୍କ ପାଇଁ ଏହି ଔଷଧ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ...

ପ୍ରତିକ୍ରିୟା ରଖିଥିଲେ ଗଞ୍ଜାମ ଜିଲ୍ଲାପାଳ – ୩ ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରେ ୩ ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଧରାକୋଟ ବ୍ଲକ ଜାହାଡା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ପୂର୍ବରୁ ୩ ଜଣଙ୍କ...

ଭୁବନେଶ୍ୱରରୁ ଆଉ ୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ଶନିବାର ଆଉ ୯ ପଜିଟିଭ୍ ଚିହ୍ନଟ ହେବା ସହିତ ଭୁବନେଶ୍ୱର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ଏନେଇ ବିଏମସି...

ଗଞ୍ଜାମରେ ୩ ଦିନରେ ଗଲା ୩ ଜୀବନ – ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ...

୨୨ କୋଭିଡ ଯୋଦ୍ଧାଙ୍କୁ କରୋନା – ଗଞ୍ଜାମରୁ ୧୮, ମାଲକାନଗିରିରୁ ୪ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ୨୨ କୋଭିଡ୍‌ ଯୋଦ୍ଧା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ୧୮ ଜଣ ରହିଥିବା ବେଳେ ମାଲକାନଗିରିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କୁ...

ଗୋଟିଏ ଦିନରେ ଦେଶରେ ୧୮୫୫୨ ନୂଆ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫...

କରୋନାରେ ଗଲା ଆଉ ଜଣଙ୍କ ଜୀବନ – ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକ...

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ – ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ଵାରେଣ୍ଟାଇନ୍‌ ଓ ୨୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା...