ରାଜ୍ୟର ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା...

ପାରଳାଖେମୁଣ୍ଡି ସହର ତିନିଦିନିଆ ସଟ୍‌ଡାଉନ୍‌, ୨୮ରୁ ୩୦ ବନ୍ଦ ରହିବ ଦୋକାନ ବଜାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରଳାଖେମୁଣ୍ଡି ସହରକୁ ୩ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ସମେତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ। ଗଜପତି ଜିଲ୍ଲାରେ...

ବ୍ରହ୍ମପୁରରେ କରୋନା କଟକଣା – କାଲିଠୁ ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଲିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ...

ରାଜ୍ୟରେ ୨୧୮ ନୂଆ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ୨୧୮ ନୂଆ ପଜିଟିଭ୍ ଚିହ୍ନଟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ରାଜ୍ୟରେ ଏବେ ବି ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍...

କେନ୍ଦ୍ରାପଡ଼ା – ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଅସୁସ୍ଥ, କଟକ ଯିବା ବେଳେ ଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ତଳେ ମାର୍ଶାଘାଇ ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅସୁସ୍ଥ ପ୍ରବାସୀଙ୍କୁ କଟକ ଚିକିତ୍ସା ପାଇଁ ପଠାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେମିତି ଡେରାବିଶ ବ୍ଲକ ଅଞ୍ଚଳର...

ନୟାଗଡ଼ରେ ୧୩୯ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୧୧୫

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟ ୧୩୯ ହୋଇଛି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫  ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ...

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍‌ ବାତିଲ, କେବଳ ଚାଲିବ ସ୍ପେଶାଲ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ବୋର୍ଡ ବଡ଼ ଘୋଷଣା କରିଛି। ଜୁଲାଇ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ଯାଏଁ ଦେଶରେ ସମସ୍ତ ରେଗୁଲାର ଟାଇମ୍‌ ଟେବୁଲ ଟ୍ରେନ୍‌...

ନିଦ ହଜାଇଲାଣି କରୋନା ମହାମାରୀ – ଏବେ ଯେଉଁଠି ଭିଡ଼, ସେଇଠି ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରଙ୍କ ପାଇଁ ନୂଆ ଚାଲେଞ୍ଜ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ। କରୋନା ମହାମାରୀ ଏବେ ପ୍ରଶାସନ ଏବଂ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗୋଟିଏ ଜାଗାକୁ ଜଗିବା ବେଳେ...

ସିବିଏସ୍‌ଇ, ଆଇସିଏସ୍‌ଇ ପରୀକ୍ଷା ବାତିଲ୍ – ଯୁକ୍ତ ୨ ବାବଦରେ ଓଡ଼ିଶା ସରକାର କ’ଣ କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ସିବିଏସ୍‌ଇ, ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ। ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନ ପରେ ଦିନ ଗଡୁଛି, ହେଲେ...

ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୬୮ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୯୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...