କଟକରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ – ୪୮ ଘଣ୍ଟା ପାଇଁ ସଟଡାଉନ୍ ହେବ ସହର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକରେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଣ୍ଟା ପାଇଁ ଲକଡାଉନ୍ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ୱର ଓ ଭଦ୍ରକ ସହର...

ରାଜ୍ୟରେ ଚିହ୍ନଟ ହେଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ତାଙ୍କ ଘର କଟକରେ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।...

କରୋନା ଦୁଃଖ: ବାପାଙ୍କ ଶେଷ ଦର୍ଶନ କରିପାରିଲେନି ଅଭିନେତ୍ରୀ ସନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବାପାଙ୍କୁ ଶେର୍ଷ ଦର୍ଶନ କରିପାରିଲେନି ବଲିଉଡ ଅଭିନେତ୍ରୀ ସନା ସଇଦ। କରୋନା ଯୋଗୁଁ ସନା ଏବେ ଆମେରିକାରେ ଫସି ରହିଥବାରୁ ସେ ତାଙ୍କ ବାପା ଅନ୍ତିମ ସଂସ୍କାରରେ...

ଲକଡାଉନ – ଗରିବ ଫଳ ବେପାରୀ ଚିହ୍ନିଲେ ଭୋକିଲା ପେଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ବେଳେ ଅସହାୟମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଉତ୍ତରପ୍ରଦେଶର ଶକିଳ ଅହମ୍ମଦ। ବିଜନୋର ଜିଲ୍ଲାରେ ଏକ ଠେଲା ଲଗାଇ ଫଳ ବିକନ୍ତି ଶକିଳ। ଲକ୍‌ଡାଉନ ବେଳେ ବାହାର ରାଜ୍ୟରୁ ଆସି...

ଇତିହାସରେ ପ୍ରଥମ ଥର – ରାମନବମୀରେ ଜନଶୂନ୍ୟ ରହିଲା ରାମନଗରୀ ଅଯୋଧ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରାଣଘାତୀ କରୋନା ଭାଇରସ ପାଇଁ ସବୁଠି ଏବେ ଶୂନଶାନ। ଅନେକ ଧାର୍ମିକ ଉତ୍ସବ ମଧ୍ୟ ବନ୍ଦ। ଏମିତିକି ରାମନବମୀ ଭଳି ପର୍ବରେ ଜନଶୂନ୍ୟ ଥିଲା ରାମନାଗରୀ ଅଯୋଧ୍ୟା। ଇତିହାସରେ ଏଭଳି...

ଭୁବନେଶ୍ୱର, ଭଦ୍ରକ ଟାଉନ୍ ୪୮ ଘଣ୍ଟା ‘ସଟଡାଉନ୍’

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ଟାଉନକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା...

ଗର୍ଭସ୍ଥ ଶିଶୁ ପାଇଁ କରୋନା ସହ ଲଢ଼ୁଛନ୍ତି କରେନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଚୀନ୍‌ର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ମେଲାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ଶହ ଶହକୁ ବୃଦ୍ଧି ପାଉଥିବା ବେଳେ ହଜାର ହଜାର ଲୋକ...

ଭାରତରେ କରୋନା – ୫୬ମୃତ, ୨୦୮୮ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL]ଦିନକୁ ଦିନ ଭାରତରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି...

ସୁସ୍ଥ ହେଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ, ହସ୍ପିଟାଲରୁ ଘରକୁ ଫେରିଲେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୨୦ ଦିନର ଲଢ଼େଇ ପରେ ଘରକୁ ଫେରିଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ। ଭୁବନେଶ୍ୱରରୁ ଆସିଲା ଆଉ ଏକ ଖୁସି ଖବର। ଦ୍ୱିତୀୟ ଆକ୍ରାନ୍ତଙ୍କ ପରେ ଓଡ଼ିଶାର ପ୍ରଥମ କରୋନା ରୋଗୀ...

କରୋନା ପାଇଁ ୯ ମିନିଟ୍ ମାଗିଲେ ମୋଦୀ – ରବିବାର ରାତି ୯ଟାରେ ଦୀପ, ମହମବତୀ ଜାଳିବାକୁ ଆହ୍ୱାନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୂପକ ଅନ୍ଧକାରଙ୍କୁ ଆଲୋକର ଉଜ୍ଜଳତା ହିଁ ହରାଇ ପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜଳାଇବାକୁ ଆହ୍ୱାନ କରିଛନ୍ତି। କରୋନାକୁ ନେଇ...