ଠିକ୍‌ ସମୟରେ ନ ଖାଇଲେ ବଢ଼ିପାରେ ମେଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣତଃ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା ନକଲେ ମେଦବୃଦ୍ଧି ଘଟିଥାଏ। ଅବସର ସମୟରେ କିଛି ଲୋକ ଚିପ୍ସ ହେଉ କିମ୍ବା...

୭ଟି ଜିଲ୍ଲାକୁ ଆଲର୍ଟ – ହୋଇପାରେ ଘଡ଼ଘଡ଼ି ସହ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ...

ହଜମ ଶକ୍ତିକୁ ବଢ଼ାଏ ଅଦା

ଓଡ଼ିଶାଲାଇଭ୍ ବ୍ୟୁରୋ   ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଥାଏ। ଆସନ୍ତୁ ଜାଣିବା ଅଦାରେ କେଉଁ ସବୁ ଗୁଣ ରହିଥାଏ। ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଶୀତଦିନରେ ଏହାର ବ୍ୟବହାର...

କହୁଣୀ, ଆଣ୍ଠୁର କଳାଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ ଡ୍ରେସ...

ପିଠିରେ ଯନ୍ତ୍ରଣା ହେଉଛି କି? ହୋଇପାରେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ଏକ ପ୍ରକାରର ଫୁଲା ରୋଗ, ଯାହା ସମୟ ସହିତ ମେରୁଦଣ୍ଡ, ହାଡ଼ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ। ଏହି ରୋଗ ହେବା ଦ୍ୱାରା ରୋଗୀର...

କଟକ ଏସ୍‌ସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଏସ୍‌ସିବି ମେଡିକାଲ୍ କଲେଜରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଦେବକୀ ବେହେରା (୬୦)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା...

ବର୍ଷା ଆଣିଲା ବନ୍ୟା – ୭ ଜିଲ୍ଲାର ସ୍ଥିତି ବେହାଲ୍, ପାଣିଘେରରେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓଡ଼ିଶାରେ ପ୍ରଳୟ କରିଛି। ୭ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। କେଉଁଠି ରାସ୍ତା ଭସେଇ ନେଇଛି ତ ଆଉ କେଉଁଠି ପୋଲ...

ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ – ୬ଟି ଜିଲ୍ଲାକୁ ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ...

ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ...

ମାଙ୍କଡ଼ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ମାଙ୍କଡ଼ କାମୁଡ଼ା ମନ୍ଦିର, ଉଦ୍ୟାନ, ଦର୍ଶନୀୟ ସ୍ଥାନରେ ଘଟିଥାଏ, କେମିତି ସାବଧାନ ରହି ଏଥିରୁ ରକ୍ଷା ପାଇବେ ଜାଣନ୍ତୁ। ଭାରତରେ କୁକୁର କାମୁଡ଼ିବା ଆଘାତ ପରେ ଦ୍ୱିତୀୟ ପଶୁମାନଙ୍କ କାମୁଡ଼ିବାଜନିତ ଆଘାତର କାରଣ ହେଉଛି ମାଙ୍କଡ଼ କାମୁଡ଼ିବା। ଆଉ ସବୁଠାରୁ ଅଧିକ ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି ଯାତ୍ରୀ ବା  ବିଭିନ୍ନ...