ବଦଳିଲେ ଭୁବନେଶ୍ଵର ମହାନଗର ନିଗମ କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି)ର କମିଶନର। ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ବିଏମସିର ନୂଆ କମିଶନର ଭାବେ ନିଯୁକ୍ତ ହେଲେ ରାଜେଶ ପ୍ରଭାକର ପାଟିଲ। ଏନେଇ ସାଧାରଣ ପ୍ରଶାସନ ବିଭାଗ...
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା, କମିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶନିବାର ସକାଳେ ହାଲୁକା ବର୍ଷା ହୋଇଛି। ଏହାଦ୍ଵାରା ରାଜ୍ୟରେ ତାପମାତ୍ରା କମିବା ସହ ତାତିରୁ ଆଶ୍ଵସ୍ତି ମିଳିଛି। ଆହୁରି ୩ ଦିନ ଯାଏଁ ଉପକୂଳ ଓ ଆଭ୍ୟନ୍ତର...
ଓଡ଼ିଶାରେ ଉଦଘାଟିତ ହେଲା ୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଶୁକ୍ରବାର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏଥିରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ...
ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ।। ଢେଙ୍କାନାଳ ଜିଲ୍ଲା ଗଜମରାଠାରେ କଲ୍ୟାଣୀ ଷ୍ଟିଲ୍ସ ଲିମିଟେଡ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥିନିମନ୍ତେ କମ୍ପାନି ପକ୍ଷରୁ ଶୁକ୍ରବାର ଦିନ...
ଘର ବାହୁଡ଼ା: ପୁଣି ବିଜେଡିକୁ ଫେରିଲେ ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପାଖେଇ ଆସୁଛି ନିର୍ବାଚନ ସମୟ। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକରେ ଚାଲିଛି ମିଶ୍ରଣର ମହାନ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ...
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ପ୍ରଥମ ଦିନ ଇଂଲଣ୍ଡର ସ୍କୋର ୭ ୱିକେଟରେ ୩୦୨ ରନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଞ୍ଚିରେ ଖେଳାଯାଉଥିବା ଏହି ଟେଷ୍ଟରେ ଟିମ୍ ଇଣ୍ଡିଆ ବୋଲିଂ କରୁଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା...
ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ। ଶୁକ୍ରବାର ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୭ଟା ଯାଏଁ ଚାଲିବ। ମରାମତି କାମରେ ନିୟୋଜିତ...
ଦକ୍ଷ ମାନବ ସମ୍ବଳ ଓଡ଼ିଶାର ବଡ଼ ଶକ୍ତି – ହେମନ୍ତ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=lCLKdgQ1GaY
ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ରାଜ୍ୟର ଅର୍ଥନୈତିକ ପ୍ରଗତିକୁ ଦୀର୍ଘସ୍ଥାୟୀ କରିବା ସହ ଭବିଷ୍ୟତ ଲାଗି...
ବିଏମସିକୁ ନିର୍ବାଚନ ଆୟୋଗଙ୍କ ଚିଠି: ଭୁବନେଶ୍ଵରରୁ ହଟିବ ରାଜନୈତିକ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଞ୍ଚଳରୁ ହଟିବ ସମସ୍ତ ରାଜନୈତିକ ଦଳର ପୋଷ୍ଟର। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜନୈତିକ ପୋଷ୍ଟର ହଟାଇବାକୁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।...
ସାଧାରଣ ଲୋକଙ୍କୁ ଜନପ୍ରତିନିଧିଙ୍କ ସହ ଯୋଡ଼ିବ ‘ଓଡ଼ିଶା ରାଜନୀତି’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=R6CXGKVZYKY&t=1s
‘ବିଜ୍ଞାପନ’ ପ୍ରକାଶନ ସଂସ୍ଥା ପକ୍ଷରୁ ଉନ୍ମୋଚିତ ହୋଇଛି ‘ଓଡ଼ିଶା ରାଜନୀତି’ ପୁସ୍ତକ। ଏଥିରେ ଓଡ଼ିଶାର ଜନପ୍ରତିନିଧିମାନଙ୍କ ଯୋଗାଯୋଗ ନମ୍ବର ରହିଛି। ଏହାସହ ରାଜନେତାମାନଙ୍କ ସହ ବିଶେଷ ସାକ୍ଷାତକାରକୁ ପୁସ୍ତକରେ ସ୍ଥାନିତ କରାଯାଇଛି।...





















