ଓଡ଼ିଶା ସରକାରଙ୍କ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ସୁଯୋଗ,...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ୬ଟି ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୪-୨୫ରେ ନାମଲେଖା ପାଇଁ ପ୍ରକ୍ରିୟା...

ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ଓଡ଼ିଶା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣି ଦୁର୍ନୀତିକୁ ନେଇ ତେଜିଲାଣି ରାଜ୍ୟ ରାଜନୀତି। ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିଜେପି। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି। ଏ ନେଇ...

ସୁନା ଗହଣା ଲୁଟ ଘଟଣାରରେ ୩ ଜଣଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସୁନା ଗହଣା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ମୟୂରଭଞ୍ଜ ଜିଲ୍ଲା ପୋଲିସ। ଗିରଫ ଅଭିଯୁକ୍ତମାନଙ୍କଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର, ନଗଦ...

ଭୁବନେଶ୍ୱରରେ ଶୁକ୍ରବାରଠାରୁ ‘କୃଷି ଓଡ଼ିଶା-୨୦୨୪’: କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ସଫଳତା ହେବ ପ୍ରଦର୍ଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଜାନୁଆରି ୧୨ରୁ ୧୪ ଯାଏଁ ‘କୃଷି ଓଡ଼ିଶା-୨୦୨୪’ ଯୋଗଦେବେ ୫୦୦୦ ମହିଳା ଚାଷୀ, ୨୦୦୦ ଏସଏଚଜି ଓ କୃଷି ଉଦ୍ୟୋଗୀ ଚଳିତ ବର୍ଷ ପ୍ରଦର୍ଶନୀର ଥିମ - ‘କୃଷି ପ୍ରଗତିରେ ମହିଳା’ ଭୁବନେଶ୍ୱରରେ ଶୁକ୍ରବାରଠାରୁ...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡିଏନଏ ରିପୋର୍ଟ ପରେ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର ହେଲା ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାର ଡିଏନଏ ରିପୋର୍ଟ ଆସିବା ପରେ ମୃତଦେହ ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁରେ ପହଞ୍ଚିବା...

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ମାଓବାଦୀଙ୍କ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଜରେଇକେଲାର ସମଠା ଗାଁରେ ମଙ୍ଗଳବାର ରାତିରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି...

ଓଡ଼ିଶାରେ ଜାରି ରହିଛି ଶୀତ ଓ କୁହୁଡ଼ିର ପ୍ରକୋପ, ଆଗକୁ ଆହୁରି କମିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ପୁଣି ଶୀତଲହରୀ ଜାରି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହ ମାତ୍ରାଧିକ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା...

ବୋରିଗୁମ୍ମାରେ ମଦ ପାଇଁ ହତ୍ୟା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ନିଶା ମଣିଷକୁ ଅବାଟକୁ ନେଇଯାଏ। କାହାକୁ ହତ୍ୟା କରିବାକୁ ପଛାଏ ନାହିଁ ନିଶାଶକ୍ତ ମଣିଷ। ମାତ୍ର ୫ ପ୍ୟାକେଟ ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା...

କର୍ଣ୍ଣାଟକ: ସ୍ଵାମୀଙ୍କ ଉପରେ ରାଗି ୪ ବର୍ଷର ପୁଅକୁ ହତ୍ୟା କଲା ମା’!

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାମୀଙ୍କଠାରୁ ପୁଅକୁ ଦୂରେଇବାର ଜିଦ୍ ପାଇଁ ନିଜ ଜନ୍ମକଲା ପୁଅକୁ ହିଁ ମାରିଦେଲା ମା’। କୁହାଯାଏ ମା’ କେବେ ନିଜ ସନ୍ତାନର ଅମଙ୍ଗଳ କଥା ଚିନ୍ତା କରିପାରେ ନାହିଁ। କିନ୍ତୁ ଜଣେ ମା’...

ପୁଣେ: ମହିଳା ଏନସିସି ଶିବିରରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣେରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ ପକ୍ଷରୁ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋମବାର ପୁନେର ସେନାପତି ବାପତ୍ ରୋଡ଼ଠାରେ ମହିଳାଙ୍କ ବାର୍ଷିକ ଏନସିସି...