Independence Day

ବନ୍ୟାରେ ବେହାଲ ମାଲକାନଗିରି ଓ କୋରାପୁଟ: ଅନେକ ଅଞ୍ଚଳ ଜଳମଗ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ୟାରେ ବେହାଲ ହୋଇଛି ମାଲକାନଗିରି ଓ କୋରାପୁଟ। ଉଭୟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ରାସ୍ତାରେ ପାଣି ଚାଲୁଥିବାବେଳେ ଅନେକ ତଳିଆ...

ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ: ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ମିନତି ମିଶ୍ର ଭାରତରେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ। ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ଭୟ। ମଙ୍କିପକ୍ସକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦେଇଛନ୍ତି...

ବୌଦ୍ଧ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଜୀବନ ହରାଇଲେ ବୃଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆ ଭାରରେ ବୁହା ହୋଇ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଲେ ରୋଗୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା...

କଟକ ଦୁର୍ଗାପୂଜା ଭସାଣି: ଡିଜେ ପରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକରେ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି। ଭସାଣିରେ ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି। ଜିଲ୍ଲା...

ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡକୁ ନେଇ ଆସୁଛି ହିନ୍ଦୀ ସିନେମା ‘ସେକ୍ଟର-୩୬’। ସିରିଏଲ କିଲିଂକୁ ନେଇ ଏହି କ୍ରାଇମ ଥ୍ରିଲର ସିନେମା ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ଦର୍ଶକ। ସିନେମାଟିରେ ନିର୍ଦ୍ଦେଶନା...

ଆମେରିକାରେ ରାଜନୀତି ସହ ଦେବତାଙ୍କ ପରିଭାଷାକୁ ଯୋଡ଼ିଲେ ରାହୁଲ

ମିନତି ମିଶ୍ର ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ରବିବାର ସେ ଡଲାସ ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ପକ୍ଷରୁ...

ଗଭୀର ଅବପାତ ପ୍ରଭାବ: ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୧୦ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ନ ସମୟରେ ଓଡ଼ିଶା...

ବନ୍ୟାରେ ଉବୁଟୁବୁ ମାଲକାନଗିରି: ଅନେକ ଅଞ୍ଚଳକୁ ଯାତାୟାତ ଠପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି। ଗତ ୨ ଦିନରୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳର ରାସ୍ତାରେ ବନ୍ୟା ଜଳ ପ୍ରବାହିତ...

ବାଲେଶ୍ଵର: ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍‌’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଗଣେଶ ପୂଜା ଅବସରରେ ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି। ସ୍ଥାନୀୟ ଷ୍ଟେସନ କ୍ଲବ୍...

ପ୍ୟାରିସ ପାରା ଅଲିମ୍ପିକ୍ସରେ ୨୯ ପଦକ ସହ ଭାରତର ସର୍ବକାଳୀନ ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ପ୍ରତିଯୋଗିତାରେ ମୋଟ ୨୯ଟି ପଦକ ଜିତି ଭାରତୀୟ ଖେଳାଳିମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିରେ ୭ଟି ସ୍ୱର୍ଣ୍ଣ,...