Independence Day

ରୋଚକ ହେବ କଟକ ଲୋକସଭା ଲଢ଼େଇ, ଅଭିଜ୍ଞ ଭର୍ତ୍ତୃହରିଙ୍କୁ ଟକ୍କର ଦେବେ ସଂତୃପ୍ତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।    କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର...

ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ଵ, କଟକର ଡିସିପି ହେଲେ ପ୍ରକାଶ ଆର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ସେମାନଙ୍କୁ କଟକ, ରାଉରକେଲା ଓ ଅନୁଗୁଳରେ ନିଯୁକ୍ତ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ...

ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାର୍ଥୀ ଚୟନକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳରୁ ଇସ୍ତଫା ଦେଉଛନ୍ତି ଅସନ୍ତୁଷ୍ଟ ନେତା। ଗୁରୁବାର ଦିନ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା...

ଘଣ୍ଟି ବାଜିଲେ ପାଣି ପିଇବେ ସ୍କୁଲ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ। ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲୁଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ...

ହିଟ୍ ଓ୍ଵେଭ୍: ଓଡ଼ିଶାର ୬ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ହେଲାଣି ତାପମାତ୍ରା। ଏପ୍ରିଲ ୭ ତାରିଖ ଯାଏଁ ଓଡ଼ିଶାରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ହିଟ୍ ଓ୍ଵେଭ୍ ପାଇଁ ରାଜ୍ୟର ୬ଟି...

ହାତ ଛାଡ଼ିଲେ ବାପି ସର୍ଖେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ନିର୍ବାଚନ ସମୟ, ରାଜ୍ୟରେ ଜୋର ଧରିଛି ଦଳ ଛାଡ଼ିବା ରାଜନୀତି। ଏହାରି ମଧ୍ୟରେ ଗୁରୁବାର ଦିନ କଂଗ୍ରେସର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି...

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାର୍ଥୀ ଘୋଷଣା ଏବଂ ଟିକେଟ କସରତକୁ ନେଇ ବିଭିନ୍ନ ଦଳ ଭିତରେ ଅସନ୍ତୁଷ୍ଟ ବଢ଼ିବାକୁ ଲାଗିଛି। ଏହାରି ମଧ୍ୟରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ନିଜ...

‘ସ୍ୱକଳ୍ପ ସହଯୋଗ’: ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର...

ବିଜେଡି ଛାଡ଼ିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ବୁଧବାର ଦିନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ଆସନ ଲାଗି ବୁଧବାର ସନ୍ଧ୍ୟାରେ ବିଜେଡି ଦ୍ଵିତୀୟ ପର୍ଯ୍ୟାୟ...

ଓଡ଼ିଶା ଲୋକସଭା ଓ ବିଧାନସଭା ଆସନ ଲାଗି ପୁଣି ଆସିଲା ବିଜେଡିର ପ୍ରାର୍ଥୀ ତାଲିକା: ଜାଣନ୍ତୁ କିଏ କେଉଁଠୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସଭା ଏବଂ ବିଧାନସଭା ଆସନ ଲାଗି ପୁଣି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ବୁଧବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଲୋକସଭା...