Independence Day

ପ୍ରେମ ସପ୍ତାହ: ସାଥୀକୁ ଦିଅନ୍ତୁ ‘ଟେଡ୍ଡି’ ଉପହାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ଏହି ସପ୍ତାହଟି ପ୍ରେମୀଯୁଗଳଙ୍କ ପାଇଁ ହୋଇଥାଏ ବହୁତ ଖାସ। ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମୀ ଯୋଡ଼ି ଚାହିଁଥାନ୍ତି ଚାତକ ପରି। ଭାଲେଣ୍ଟାଇନ୍ସ ଡେ’କୁ...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ସ୍ଵାଗତ କଲେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତିଙ୍କୁ...

ଇସ୍ରୋ ପକ୍ଷରୁ ଏସଏସଏଲଭି-ଡି୨ ରକେଟର ସଫଳ ଉତକ୍ଷେପଣ, ମହାକାଶକୁ ଗଲା ୩ଟି ସାଟେଲାଇଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ୩ଟି ସାଟେଲାଇଟ। ଶୁକ୍ରବାର ସକାଳ ୯ଟା ୧୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି...

ଆନ୍ଧ୍ରପ୍ରଦେଶ: ଘରୋଇ ତେଲ କାରଖାନାରେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ ଜିଲ୍ଲା ପେଦାପୁରମ ପଞ୍ଚାୟତର ରାଗମପେଟାଠାରେ ଥିବା ଏକ ଘରୋଇ ତେଲ କାରଖାନାରେ ଗୁରୁବାର ଦିନ ବଡ଼ ଧରଣର ଅଘଟଣ ଘଟିଯାଇଛି। ତେଲ ଟାଙ୍କି ସଫା...

ୟୁଥ ଫର ୱାଟର ପ୍ଲସ ପକ୍ଷରୁ ଆର୍ଦ୍ରଭୂମି ତଥ୍ୟାବଳୀ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଆର୍ଦ୍ରଭୂମି ସମ୍ପର୍କରେ ପ୍ରସ୍ତୁତ ତଥ୍ୟାବଳୀକୁ ଫେବ୍ରୁଆରି ୮ ତାରିଖରେ ସତଭିକ୍ସୋଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ସତ୍ୟବ୍ରତ ସାମଲଙ୍କ ଦ୍ଵାରା ଭୁବନେଶ୍ୱରର ୟୁନିସେଫ୍ ସମ୍ମିଳନୀ କକ୍ଷରେ ଉନ୍ମୋଚନ କରାଯାଇଛି। ୟୁଥ୍...

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍: ୧୭୭ରେ ଅଷ୍ଟ୍ରେଲିଆ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ବର୍ଡର-ଗଭାସ୍କର ଟ୍ରଫି। ଗୁରୁବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଛି ସିରିଜର ପ୍ରଥମ ମ୍ୟାଚ। ପ୍ରଥମ ଦିନ ଖେଳରେ...

ବିଶାଖାପାଟଣା: ସ୍ତ୍ରୀର ମୃତଦେହ କାନ୍ଧରେ ଧରି ୩୩ କିଲୋମିଟର ଚାଲିଲେ ଅମ୍ବାପଲ୍ଲୀର ଇଡେ ସାମୁଲୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ହୋଇଛି ଦାନ ମାଝି ଘଟଣାର ପୁନରାବୃତ୍ତି। ସ୍ତ୍ରୀର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୩୩ କିଲୋମିଟର ଚାଲିଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅମ୍ବାପଲ୍ଲୀ ଗାଁର...

ଭାରତରେ ଆରମ୍ଭ ହେଲା ଟ୍ଵିଟର ‘ବ୍ଲୁ’ ସବସ୍କ୍ରିପସନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର ଭାରତରେ ଆରମ୍ଭ କରିଛି ‘ବ୍ଲୁ’ ସବସ୍କ୍ରିପସନ ସେବା। ଟ୍ଵିଟର ବ୍ଲୁ ପ୍ରିମିୟମ ସେବାଗୁଡ଼ିକ ପାଇବା ପାଇଁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ...

ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୨ ଦିନ। ଗୁରୁବାର ଦିନ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଦ୍ୱାଦଶାହ କାର୍ଯ୍ୟରେ...

ଫେବ୍ରୁଆରି ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକ-ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଭୟ...