ଜୟପୁର: ଚାଲାଣ ବେଳେ ୨୦୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରୀ ବିଭାଗ ଚଢ଼ଉ କରି ୨୦୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିମେଳାର...
ମଡେଲ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ଏଯାଏଁ ହଟିନି ପରଦା। ଏହି ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ପରିବାର...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଆଉ ତିନିଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ୩ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଟାଣ୍ଟ ଏବଂ ଅର୍ଚ୍ଚନାଙ୍କ...
ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଏବେ ଚଳଚଞ୍ଚଳ ହୋଇଉଠିଛି ଭିତରକନିକା। ଶୁକ୍ରବାର ସକାଳ ୬ଟାରୁ ପକ୍ଷୀ ଗଣନା କାମ ଆରମ୍ଭ ହୋଇଛି। ପକ୍ଷୀ...
ଓଡ଼ିଶାରେ ହକିର ଗୌରବ ଗାଥା
କପିଳାସ ଭୂୟାଁ
ଆଜି ହକି କଥା ଉଠିଲେ ବିଶ୍ଵସ୍ତରରେ ପ୍ରଥମେ ଆସେ ଓଡ଼ିଶାର ନାଁ। ଏହା ଆମ ରାଜ୍ୟ ଓ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର କଥା।
ଏହାର ସର୍ବପ୍ରଥମ କାରଣ ହେଉଛି ୨୦୧୮ରେ...
ରାଉରକେଲାରେ ଗଡ଼ିଲା ‘ମୋ ବସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହା ପୂର୍ବରୁ ଗୁରୁବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି ‘ମୋ...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭାରତ ହକି ବିଶ୍ଵକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହାରି ମଧ୍ୟରେ ଗୁରୁବାର ଦିନ ଭାରତୀୟ ହକି ଖେଳାଳିଙ୍କ ପାଇଁ...
ଫୁଲବାଣୀ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲିପୁନ ନାଏକକୁ...
ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପରୀକ୍ଷା ପାଇଁ ଗୁରୁବାର ଦିନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଖୁବଶୀଘ୍ର ଫର୍ମ ପୂରଣ ପାଇଁ...
ଆଜିଠୁ ଓଡ଼ିଶାରେ ଆରମ୍ଭ ହେଲା ୫-ଜି ଯୁଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ୫-ଜି ଯୁଗ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ୫-ଜି ସେବାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ...





















