Independence Day

ଆସନ୍ତାକାଲି ବାରବାଟୀରେ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ: ଅଧାରୁ ଛୁଟି ହେବ କଟକର ସବୁ ଶିକ୍ଷାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକ ବିଶ୍ଵକପ ୨୦୨୩ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି କଟକ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧାରୁ...

‘ଦ ଇଣ୍ଡିଆନ ଡିଫେଣ୍ଡର’ ହକି ହିରୋ ଦିଲ୍ଲୀପ ତିର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=5UKBqIlUVhA] ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର। ହକି ହିରୋ ପଦ୍ମଶ୍ରୀ ଡକ୍ଟର...

ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତି ଆଗାମୀ ୫ ବର୍ଷରେ...

କୋରାପୁଟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଘାଟୁଆଳଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବୃଦ୍ଧ ହେଲେ ଚିଲାମାଣ୍ଡି ଗ୍ରାମର ଧନିଆ ମୁଦୁଲି। ପର୍ଜାପାତ୍ରପୁଟ ଗ୍ରାମର ଉଦୟ ବିଶୋୟୀ...

ତେଜୁଛି ବିମାନ ରାଜନୀତି: ପ୍ରଧାନମନ୍ତ୍ରୀ ନାରେନ୍ଦ୍ର ମୋଦୀଙ୍କ ଫଟୋ ନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ରାଉରକେଲାକୁ ଶନିବାର ଦିନ ଆରମ୍ଭ ହୋଇଛି ବିମାନ ସେବା। ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ...

ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ହୃଷିକେଶ ଭୋଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ର। ଧନୁଯାତ୍ରାରେ ଭଗବାନ, ମୁନିଋଷି ଏବଂ ସାଧାରଣ ଜନତାଙ୍କ ପ୍ରତି କରିଥିବା ଅନ୍ୟାୟ ଏବଂ ଅତ୍ୟାଚାରର ପ୍ରାୟଶ୍ଚିତ କରିବା ଲାଗି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲଭର ସିଟି କଟକ ବାରବାଟୀ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ ୨୦୨୩ର ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ।...

ପ୍ରକାଶ ପାଇଲା ବୌଦ୍ଧ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ଚଳିତ ବର୍ଷର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ରାଉରକେଲା ସହରକୁ ଉଡ଼ିଲା ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଛି। ଶନିବାର ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର...

ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...