କୋହଳ ହେଲା ନିର୍ବାଚନ କଟକଣା : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର କରିପାରିବେ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୋଭିଡ କଟକଣା ଯୋଗୁଁ ନିର୍ବାଚନ ପ୍ରାଚାର ଠିକ୍ ଭାବେ କରିପାରୁ ନଥିଲେ ପ୍ରାର୍ଥୀ। ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି...

ସ୍ଥଗିତ ରହିଲା ନିଟ୍ ପିଜି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହେବାକୁ ଥିବା ଏନ୍ଇଇଟି(ନିଟ୍) ପିଜି ପରୀକ୍ଷା ସ୍ଥଗିତ ରଖାଯାଇଛି। ୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ନିଟ୍...

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶକୁ ଗୁରୁତ୍ଵ ଦେଉଛନ୍ତି କେନ୍ଦ୍ର ସରକାର : ରେଳମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧ ତାରିଖ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। କେନ୍ଦ୍ର ବଜେଟରେ ଓଡ଼ିଶାରେ ରେଳର ଭିତ୍ତିଭୂମି ବିକାଶ ପାଇଁ ୯,୭୨୩...

କୋଭିଡ ପଜିଟିଭ ଥିବା ରୋଗୀଙ୍କର ହୋଇପାରିବ ଅପରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ରୋଗୀ କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ଏବେ ତାଙ୍କର ଅପରେସନ କରାଯାଇପାରିବ। ଏମ୍ସ ପକ୍ଷରୁ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। କୋଭିଡ ପଜିଟିଭ ଥିବା ରୋଗୀଙ୍କର ଅପରେସନ କରାଯାଇପାରିବ...

ଦେଶରେ ୨ ଲକ୍ଷ ମୁହାଁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୧,୦୦୮ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ୨,୫୯,୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ...

ଜାଣନ୍ତୁ, କେନ୍ଦ୍ର ବଜେଟରେ ପୂର୍ବତଟ ରେଳବାଈକୁ ମିଳିଲା କେତେ ଅନୁଦାନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧ ତାରିଖ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟରେ ରେଳ ମନ୍ତ୍ରାଳୟ ପାଇଁ ୧ ଲକ୍ଷ ୪୦...

ଇଣ୍ଟରନେଟ ଜଗତରେ ପରିବର୍ତ୍ତନ ଆଣିବ ୫ଜି

ଓଡ଼ିଶାଲାଇଭ୍ ବ୍ୟୁରୋ ୫ଜି ସେବା ଅପେକ୍ଷାରେ ରହିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ୫ଜି ସେବା। ୨୦୨୨-୨୩ରେ ୫ଜି ମୋବାଇଲ ସେବା ଆରମ୍ଭ କରାଯିବ। ଏ...

ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୋଦ କୁମାର ଚାକିରିରୁ ବରଖାସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ତାଙ୍କୁ ଚାକିରିରୁ...

ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ମିଶନ ବାତ୍ସଲ୍ୟ ଓ ସକ୍ଷମ ଅଙ୍ଗନବାଡ଼ି ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ବଜେଟରେ ମହିଳା ଏବଂ ଶିଶୁ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି। ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଯୋଜନା ପାଇଁ ୨୧,୦୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।...

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ବଡ଼ ବଡ଼ ଘୋଷଣା କରାଯାଇଥିବାବେଳେ ସବୁକ୍ଷେତ୍ରରେ ଓଡ଼ିଶାକୁ ନିରାଶ...