ସୋମବାର ସ୍ନାନ ପୂର୍ଣ୍ଣିମା – ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିବେ ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮...

ଆବର୍ଜନାମୁକ୍ତ ସହର ପାଇଁ କଟକରେ ଲାଗୁ ହେବ ନୂଆ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ହେବ ଭୂତଳ ଆବର୍ଜନା ଗଦା ପ୍ରତି ୱାର୍ଡରେ ୨ଟି ଲେଖାଏଁ ପଏଣ୍ଟ୍ ହେବ ହାଇଡ୍ରୋଲିକ୍ ବ୍ୟବସ୍ଥାରେ ଉଠିବ ଆବର୍ଜନା କଟକ: ଅସନା ସହର କଟକ। ଏହା ପ୍ରମାଣ କରିଛି ସ୍ୱଚ୍ଛ...

ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ – କାହିଁକି ପଛଘୁଞ୍ଚା ଦେଲା ଶ୍ରୀମନ୍ଦିର ପ୍ରଶାସନ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ [youtube https://www.youtube.com/watch?v=Av3iNfFlGao] ରଥଯାତ୍ରା ସିଧାପ୍ରସାରଣ ମାମଲାରେ ୟୁଟର୍ଣ୍ଣ ମାରିଲା ଶ୍ରୀମନ୍ଦିର ପ୍ରଶାସନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ପଛଘୁଞ୍ଚା ଦେଇଛି। ରଥଯାତ୍ରାର...

ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ ଡାକି ଅଡୁଆରେ ଶ୍ରୀମନ୍ଦିର ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଅଡୁଆ ବଢ଼ିଲା। ହାଇକୋର୍ଟରେ ପିଆଇଏଲ୍‌। ମଙ୍ଗଳବାର ବୈଠକ ଉପରେ ନଜର। ଅଡୁଆରେ ପଡ଼ିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ...

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ ପ୍ରସ୍ତାବରୁ ଓହରି ଯିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ବରିଷ୍ଠ ସାମ୍ବାଦିକଙ୍କ ପରାମର୍ଶ

ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ବାର୍ଷିକ ରଥଯାତ୍ରା ଏକ ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ ପର୍ବ ହୋଇଥିବାରୁ ଟେଲିକାଷ୍ଟ ରାଇଟ୍ସ ନାଁରେ କୌଣସି ମିଡିଆ ଉପରେ କଟକଣା ଜାରି ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ...

ଇଞ୍ଜିନିଅରଙ୍କୁ କାନଧରି ଉଠ୍‌ବସ୍‌ କରିବା ଘଟଣା : ଜିଲ୍ଲାପାଳ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ବିଧାୟକଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି। ଉପଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ସତ୍ୟତା ଅଛି। ସରକାରଙ୍କୁ ଆମେ ରିପୋର୍ଟ ପ୍ରଦାନ କରିବୁ। ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’’,...

ରଥଯାତ୍ରା ସିଧାପ୍ରସାରଣ ଉପରେ ସରକାର ଲଗାଇଲେ କଟକଣା, ଟିଭି ରାଇଟ୍ସ ପାଇଁ ହେବ ନିଲାମ

ଓଡ଼ିଶାଲାଇଭ ବ୍ୟୁରୋ ରଥଯାତ୍ରା ଭଳି ଏକ ଅତି ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ କାର୍ଯ୍ୟକ୍ରମକୁ କ୍ରିକେଟ ଖେଳର ରାଇଟ୍ସ ଭଳି ବିକିବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା। ଯେ କୌଣସି ଟିଭି ଚ୍ୟାନେଲ...

ରଥଯାତ୍ରା ସିଧାପ୍ରସାରଣ ଉପରେ ଲାଗିଲା କଟକଣା, ଟେଲିଭିଜନ ରାଇଟ୍‌ସ ନିଲାମ ଡାକିଲେ ସରକାର

ଓଡ଼ିଶାଲାଇଭ ବ୍ୟୁରୋ ଯେ କୌଣସି ଟିଭି ଚ୍ୟାନେଲ କରିପାରିବେନି ରଥଯାତ୍ରାର ସିଧାପ୍ରସାରଣ ଆଇପିଏଲ୍ ଭଳି ପୁରୀ ରଥଯାତ୍ରା ସିଧାପ୍ରସାରଣ ରାଇଟ୍‌ସର ହେବ ନିଲାମ ଯେଉଁ ବିଡର ଅଧିକ ଟଙ୍କା ଦେବେ ସେ ହିଁ...

ଆଜିର ମୁଖ୍ୟ ଖବର@7PM (ଜୁନ ୦୭, ୨୦୧୯)

ଓଡ଼ିଶାଲାଇଭ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ରଜନୀକାନ୍ତ ସିଂହ ହେଲେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ ଷୋଡ଼ଶ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଜନୀକାନ୍ତ ସିଂହ। ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ...

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମଣ୍ଡପଡା ଗାଁର ଜଣେ ଲୋକଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ଜଣାପଡ଼ିଛି। ଏହି ଗାଁର ସଞ୍ଜୟ ପ୍ରଧାନ ନାମକ ଜଣେ ୪୭...