ଡେଲିହଣ୍ଟ ମୋବାଇଲ୍‌ ଆପ୍‌ରେ ଓଡ଼ିଶାଲାଇଭ୍ ଫଲୋୟର୍ ସଂଖ୍ୟା ଲକ୍ଷେ ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ୍‌ରେ ଡେଲିହଣ୍ଟ ଆପ୍ ଡାଉନଲୋଡ୍ କରନ୍ତୁ, ଓଡ଼ିଶାଲାଇଭ୍ ପେଜକୁ ଫଲୋ କରି ଓଡ଼ିଶାର ପ୍ରତିଦିନର ପ୍ରମୁଖ ଖବର ଜାଣନ୍ତୁ ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ବା କଣ୍ଟେଣ୍ଟ ପ୍ଲାଟଫର୍ମ। ଡେଲିହଣ୍ଟରେ ଓଡ଼ିଶାଲାଇଭର ଫଲୋୟର୍...

ପୁସ୍ତକ ସମୀକ୍ଷା – ନିଃଶବ୍ଦର ଶବ୍ଦ

ଭାସ୍କର ପରିଚ୍ଛା ବିଭୁଦତ୍ତ ନାୟକ ସାମ୍ପ୍ରତିକ ସମୟରେ ଓଡ଼ିଆ କବିତା କ୍ଷେତ୍ରରେ ଏକ ଜଣାଶୁଣା ନାଁ। ତାଙ୍କ କବିତ୍ୱର ଗୋଟିଏ ଲକ୍ଷ୍ୟଣୀୟ କଥା ହେଉଛି ସେ ନିରବଛିନ୍ନ ଭାବରେ କବିତା ରଚନା କରୁଛନ୍ତି। ବୃତ୍ତିରେ...

ନବନିର୍ବାଚିତ ବିଧାୟକ, ସାଂସଦଙ୍କୁ ସମ୍ବର୍ଦ୍ଧିତ କଲା ଅସୀମ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକ ଓ ସାଂସଦମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅସୀମ ଓଡ଼ିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ନାଲ୍‌କୋ ଅଡିଟୋରିୟମରେ ଏହି...

ସାମ୍ବାଦିକଙ୍କୁ ଚାପୁଡ଼ା: ନୀତି ଶେଖରଙ୍କ ଏ କେଉଁ ନୀତି?

ନୀଳାମ୍ବର ରଥ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର ବେଳେ ଏହି...

ସାମ୍ବାଦିକଙ୍କୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦବଙ୍ଗଗିରି। ସାମ୍ବାଦିକଙ୍କୁ ଉଠାଇଲେ ହାତ। ଭିଡିଓ ଭାଇରାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ଅପ୍ରୀତିକର ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର...

ଏଟିଏମ୍ କାର୍ଡ ସମ୍ବନ୍ଧୀୟ ଫ୍ରଡ୍‌ ହେଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଅନଲାଇନ ଠକେଇରୁ ବର୍ତ୍ତିବା ପାଇଁ ଆଡଭାଇଜରି ଜାରି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ। ଏଟିଏମ୍ କାର୍ଡ ତଥା କ୍ରେଡିଟ୍‌ କାର୍ଡ ସମ୍ବନ୍ଧୀୟ ଫ୍ରଡ୍ ହେଲେ କ’ଣ କରିବେ? ଆପଣ ଯଦି ଏଟିଏମ କିମ୍ବା...

କାଳିଆପାଣି, ବାଲୁଗାଁରେ ରଥ ଟଣା ବେଳେ ଅଘଟଣ

ଓଡ଼ିଶାଲାଇଭ ବ୍ୟୁରୋ ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ କାଳିଆପାଣିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ସେହିପରି ବାଲୁଗାଁରେ ଜଣେ ୮ବର୍ଷର ବାଳକ ଉପରେ ରଥ ଚଢିଯାଇଛି ଯାଜପୁର ଜିଲ୍ଲା କାଳିଆ...

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏସଟିପିଆଇର ଯୋଗଦାନ

ମାନସ ପଣ୍ଡା ଡିଜିଟାଲ ଇଣ୍ଡିଆ ସପ୍ତାହ ପାଳନର ଚତୁର୍ଥ ବାର୍ଷିକୀ ଅବସରରେ… ଡିଜିଟାଲ୍‌ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ମୂଳ ଲକ୍ଷ୍ୟ ମଧ୍ୟରେ ରହିଛି ଏକ ଡିଜିଟାଲ-ସଶକ୍ତ ସମାଜ ତଥା...

ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ  ଯାତ୍ରୀବାହୀ ବସ୍‌ ଓ  ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି।...

୫୦୦ ଏଏସ୍‌ଓ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୫୦୦ ଏଏସ୍‌ଓ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୦୦ ପରୀକ୍ଷାର୍ଥୀ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ...