National

ବିଶ୍ୱକପ୍‌ ପୂର୍ବରୁ ଟିମ୍ ଇଣ୍ଡିଆ ଲଞ୍ଚ କଲା ଅଭିନନ୍ଦନଙ୍କ ନାମରେ ଜର୍ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରି ଆସିଛନ୍ତି। ଶୁକ୍ରବାର ରାତି ୯ଟା ୨୧ ମିନିଟ୍‌ରେ ଅଭିନନ୍ଦନ ନିଜ ଧରିତ୍ରୀରେ ପାଦ ଥାପିଲା ବେଳେ ପୂରା ଦେଶ ତାଙ୍କ...

ଦିଲ୍ଲୀରେ ଅଭିନନ୍ଦନ – ସାମ୍ନା କରିବେ ଏହି ସବୁ ଯାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ଶୁକ୍ରବାର ନିକ ଦେଶକୁ ଫେରିଛନ୍ତି। ପାକିସ୍ତାନ ପାଖାପାଖି ରାତି ୯ଟା ୨୦ରେ ତାଙ୍କୁ ମୁକ୍ତ କରିଥିଲା। ଭାରତ ଫେରିବା ପରେ ସେ ଏବେ ଦିଲ୍ଲୀରେ ଅଛନ୍ତି।...

ଅଭିନନ୍ଦନ ଭାରତ ଫେରିବା ଯାଏଁ ମିଛ କହିଲା ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବା ନେଇ ବାରମ୍ବାର ମିଛ କହିଲା ପାକିସ୍ତାନ। ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଭାରତ ସୀମାରେ ଏଫ୍‌-୧୬ ବିମାନ ଅନୁପ୍ରବେଶ...

ଅଭିନନ୍ଦନଙ୍କୁ ସବୁଠି ‘ଅଭିନନ୍ଦନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬୦ ଘଣ୍ଟା ପରେ ଜନ୍ମମାଟି ଭାରତକୁ ଆସିଛନ୍ତି ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ। ୱାଘା ବର୍ଡର ଦେଇ ସେ ଭାରତରେ ପ୍ରବେଶ କରିଥିଲେ। ଅଟାରୀ ସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ...

ଛୁଆର ମୃତ୍ୟୁ ପାଇଁ ମା’ କରୁଛି କାମନା! ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ମା’ ପାଇଁ ତା’ର ପିଲା ହିଁ ସବୁକିଛି ଯେଉଁଥିପାଇଁ ସେ ସବୁକିଛି କରିପାରେ। ଯେତେବେଳେ ମା’ ଗର୍ଭବତୀ ହୋଇଥାଏ ସେବେଠୁ ଶିଶୁ ସହିତ ସମ୍ପର୍କ ଯୋଡ଼ି ହୋଇଥାଏ। ଏମିତି ବି...

ପାକିସ୍ତାନର ଦାଢ଼ି ରଖିବା ନେଇ ପ୍ରତିବନ୍ଧକ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିର ଯୁବପିଢ଼ିମାନେ ସମୟ ସହିତ ତାଳ ଦେଇ ନୂଆ ନୂଆ ଫ୍ୟାସନ ଆପଣାଉଛନ୍ତି। ଯୁବକମାନେ ନିଜ ନିଜ ଇଚ୍ଛାରେ ନୂଆ ନୂଆ ଷ୍ଟାଇଲରେ ଦାଢ଼ି ରଖୁଛନ୍ତି। କିନ୍ତୁ ଏମିତି ଏକ ଦେଶ...

ଅଭିଶାପକୁ ଡରି ନିର୍ମାଣ ହେଉନି ଦୁଇ ମହଲା ଘର!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଚୁରଠାରେ ଥିବା ଉଡସର ଗାଁରେ ପ୍ରାୟ ସମସ୍ତ ଘର ଏକ ମହଲା। ଏବେ ଲୋକେ ବହୁତଳ ପ୍ରାସାଦ ନିର୍ମାଣ କରିବାକୁ ପସନ୍ଦ କରୁଥିବା ବେଳେ ଏହି ଗାଁର ଦୃଶ୍ୟ କିନ୍ତୁ...

ଲାଞ୍ଚ ମାଗିବାରୁ ତହସିଲଦାରଙ୍କ ଗାଡ଼ିରେ ମଇଁଷି ବାନ୍ଧିଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ମାଗି ହରଡ଼ଘଣାରେ ତହସିଲଦାର। ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିବା କାରଣରୁ ଚାଷୀ  ଏଭଳି ଉପାୟ ବାହାର କଲେ ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଘଟଣାଟି ମଧ୍ୟପ୍ରଦେଶ ଖଡଗପୁରର। ଅଭିଯୋଗ...

ଭାରତରେ ଅଭିନନ୍ଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ମାଟିରେ ପହଞ୍ଚିଲେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ୱାଘା-ଅଟ୍ଟାରୀ ବର୍ଡର ଦେଇ ନିଜ ଜନ୍ମଭୂମିରେ ପହଞ୍ଚିଛନ୍ତି ଅଭିନନ୍ଦନ। ଆନୁଷ୍ଠାନିକ ଭାବେ ପାକିସ୍ତାନ ସରକାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ – ୪ ଯବାନ ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀରର କୁପୱାଡ଼ାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର୍‌ରେ ୪ ଜଣ ଯବାନ ସହିଦ ହୋଇଥିବା ଖବର ଆସିଛି। ସହିଦଙ୍କ ମଧ୍ୟରେ ଜଣେ ସିରିଆରପିଏଫ୍‌ ଇନ୍‌ସ୍‌ପେକ୍ଟର ଥିବା...