National

ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅଜଣା ବ୍ୟକ୍ତିଙ୍କ ଗୁଳିରେ ଲତିଫର ମୃତ୍ୟୁ ହୋଇଛି। ଗତ ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରଫୋର୍ସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ...

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି ପ୍ରାୟ ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଛନ୍ତି ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀ। ସେମାନେ ଇସ୍ରାଏଲର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଛନ୍ତି। ସେମାନେ ସମସ୍ତେ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଆଫଗାନିସ୍ତାନ ବିପକ୍ଷରେ ଭାରତ ଖେଳିବ ଦ୍ଵିତୀୟ ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଭାରତ ଖେଳିବାକୁ ଯାଉଛି ନିଜର ଦ୍ଵିତୀୟ ମୁକାବିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ...

ଲାଦାଖର ମାଉଣ୍ଟ କୁନରେ ହିମସ୍ଖଳନ: ଭାରତୀୟ ସେନାର ଜଣେ ଯବାନ ସହିଦ, ୩ ଜଣ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଦାଖର ମାଉଣ୍ଟ କୁନରେ ବୁଧବାର ହିମସ୍ଖଳନ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏହାସହ ୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନେ ବରଫରେ ଫସି ରହିଥିବା ଆଶଙ୍କା...

ହମାସ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଛି ଇସ୍ରାଏଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର କଡ଼ା ଜବାବ ଦେଉଛି ଇସ୍ରାଏଲ। ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣା ଉପରେ ଇସ୍ରାଏଲର ଘନ ଘନ ବୋମା ବର୍ଷା ଜାରି ରହିଛି।...

ପୁଣେର ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ଋତୁସ୍ରାବ ଉପରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣେର ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ପକ୍ଷରୁ ଋତୁସ୍ରାବ ଉପରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୁଣେ ଜିଲ୍ଲା ଶିରୁର ବ୍ଲକ ଅନ୍ତର୍ଗତ ମୋରାଚି ଚିଞ୍ଚୋଲି ଗ୍ରାମସ୍ଥିତ ଜୟ ମହ୍ଲାର ଉଚ୍ଚ...

ହତ୍ୟା ଧମକ୍: ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ପ୍ଲସ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ। ମହାରାଷ୍ଟ୍ର...

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ନଭେମ୍ବର ମାସରେ ନିର୍ବାଚନ ହେବ। ଏଥିପାଇଁ ସୋମବାର ବିଜେପି ପକ୍ଷରୁ ରାଜସ୍ଥାନ,...

ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ କ୍ଲାଉଡିଆ ଗୋଲ୍ଡିନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଶ୍ରମବଜାର ସମ୍ପର୍କିତ ନିଜର ଗବେଷଣା ଓ ସିଦ୍ଧାନ୍ତ ପାଇଁ କ୍ଲାଉଡିଆଙ୍କୁ ମିଳିବ ନୋବେଲ ପୁରସ୍କାର ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏନେଇ...

‘ହମାସ’ର ଅନ୍ତ ନହେବା ଯାଏଁ ଜାରି ରହିବ ଯୁଦ୍ଧ – ଇସ୍ରାଏଲ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ହମାସକୁ କଡ଼ା ଜବାବ ଦେବା ପାଇଁ ଇସ୍ରାଏଲ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ...