National

ଏସିଆନ ଗେମ୍ସ: ଭାରତୀୟ ପୁରୁଷ ହକି ଦଳକୁ ସ୍ଵର୍ଣ୍ଣ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଭାରତୀୟ ପୁରୁଷ ହକି ଦଳ ସ୍ଵର୍ଣ୍ଣ ପଦକ ଜିତିଛି। ଶୁକ୍ରବାର ଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି।...

ସିରିଆର ସାମରିକ ଏକାଡେମୀ ଉପରେ ଡ୍ରୋନ ଆକ୍ରମଣ, ୧୦୦ରୁ ଅଧିକ ଲୋକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହ ଯୁଦ୍ଧର ନିଆଁରେ ଜଳୁଥିବା ସିରିଆ ପୁଣି ଏକ ବଡ଼ଧରଣର ଆକ୍ରମଣର ଶିକାର ହୋଇଛି। ଦେଶର ସାମରିକ ଏକାଡେମୀ ଉପରେ ଗୁରୁବାର ଡ୍ରୋନ ଆକ୍ରମଣ...

ନର୍ଗେସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଅଧିକାର ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଗେସଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର। ଇରାନର ୫୧ ବର୍ଷିୟ ମହିଳା ନର୍ଗେସ...

ଆସନ୍ତାକାଲି ସରିବ ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ଅଛି କି? ତାହାଲେ ତୁରନ୍ତ ତାକୁ ବ୍ୟାଙ୍କରେ ବଦଳାଇ ଦିଅନ୍ତୁ। ନହେଲେ ଅଚଳ ହୋଇଯିବ ଆପଣଙ୍କ ଟଙ୍କା। କାରଣ ଅକ୍ଟୋବର ୭ ତାରିଖ...

ସିକ୍କିମ ବନ୍ୟା: ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି, ଫସି ରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମଙ୍ଗଳବାର ରାତିରେ ଆସିଥିବା ଏହି ଆକସ୍ମିକ ବନ୍ୟାରେ ଏ ଯାଏଁ ୨୨ ଜଣଙ୍କର ମୃତ୍ୟୁ...

ଭାରତରେ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ, ମୁଦ୍ରାସ୍ଫୀତିର ନିୟନ୍ତ୍ରଣ ପାଇଁ ଆରବିଆଇର ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା...

ଗୋରେଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ୬ ଜଣ, ୩୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇର ଗୋରେଗାଓଁଠାରେ ଥିବା ଏକ ୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ...

କ୍ରିକେଟ ବିଶ୍ୱକପ: ଆଜି ପାକିସ୍ତାନ ନେଦରଲାଣ୍ଡସ ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ ଆଇସିସି କ୍ରିକେଟ ବିଶ୍ୱକପରେ ଶୁକ୍ରବାର ନେଦରଲାଣ୍ଡସକୁ ଭେଟିବ ପାକିସ୍ତାନ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଉଭୟ ଦଳଙ୍କ ମଧ୍ୟରେ...

ନୂଆଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକ: ଓଡ଼ିଶା ସମେତ ୧୦ଟି ମାଓ ପ୍ରଭାବିତ ରାଜ୍ୟର ପ୍ରତିନିଧି ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ସମୀକ୍ଷା ବୈଠକ ଓଡ଼ିଶା ସମେତ ୧୦ଟି ମାଓ ପ୍ରଭାବିତ ରାଜ୍ୟରେ ପ୍ରତିନିଧି ବୈଠକରେ ସାମିଲ   ବିଭିନ୍ନ ରାଜ୍ୟରେ ମାଓ ମୁକାବିଲାର ରଣନୀତି...

ଭାରତୀୟ ରେଳବାଇର ପୂର୍ବାଞ୍ଚଳ ଜୋନରେ ୩,୧୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନ ଶେଷ ତାରିଖ ଅକ୍ଟୋବର ୨୬

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ପୂର୍ବାଞ୍ଚଳ ଜୋନରେ (ଇଆର) ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଜୋନର ବିଭିନ୍ନ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୧୧୫ଟି ପଦବୀ...