ସାହିତ୍ୟ କ୍ଷେତ୍ରରେ ନୋବେଲ ପାଇବେ ଜନ ଫୋସେ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ଜନ ଫୋସେ।
ଘୋଷଣା ହେଲା ଚଳିତ ବର୍ଷର ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ। ୨୦୨୩ ବର୍ଷ ପାଇଁ ସାହିତ୍ୟରେ...
ପରଦାକୁ ଆସୁଛି ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ପରେ ମୁକ୍ତିଲାଭ କରିବ ପରିଣୀତିଙ୍କ ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’।
ଅକ୍ଟୋବର ୬ ତାରିଖ ବା ଶୁକ୍ରବାର ରିଲିଜ ହେବ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’। ପୁଣି...
ଏସିଆନ ଗେମ୍ସ: ଆଜି ତୀରନ୍ଦାଜୀରେ ଭାରତ ହାତେଇଲା ୨ଟି ସ୍ଵର୍ଣ୍ଣ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଗେମ୍ସ ତୀରନ୍ଦାଜୀ ପ୍ରତିଯୋଗିତାରେ ଗୁରୁବାର ଭାରତକୁ ମିଳିଛି ୨ଟି ସ୍ଵର୍ଣ୍ଣ ପଦକ। କମ୍ପାଉଣ୍ଡ ଆର୍ଚେରିର ଉଭୟ ପୁରୁଷ ଓ ମହିଳା ଟିମ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପ୍ରଥମ ସ୍ଥାନ ଅଧିକାର...
ଆରମ୍ଭ ହେଲା ଆଇସିସି କ୍ରିକେଟ ବିଶ୍ୱକପ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦଘାଟନୀ ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ, ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି।
ଆରମ୍ଭ ହେଲା କ୍ରିକେଟ ମହାକୁମ୍ଭ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ...
ସିକ୍କିମ: ଆକସ୍ମିକ ବନ୍ୟାରେ ଭାସି ଓଡ଼ିଆ ଯବାନ ସରୋଜ କୁମାର ଦାସ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକସ୍ମିକ ବନ୍ୟାରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ...
ଆଇସିସି କ୍ରିକେଟ ବିଶ୍ୱକପ: ଆଜିଠୁ ଆରମ୍ଭ ହେବ କ୍ରିକେଟ ମହାସମର
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ବିଶ୍ୱକପ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ।
ଆଜିଠୁ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ। ୧୦ଟି ଟିମ ଭିତରେ ହେବ କଡ଼ା ମୁକାବିଲା। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ,...
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି: ୩୦୦ ଟଙ୍କା ହେଲା ଉଜ୍ଜ୍ୱଳା ଯୋଜନା ଏଲପିଜି ସିଲିଣ୍ଡର ସବସିଡି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମିଳୁଥିବା ଏଲପିଜି ସିଲିଣ୍ଡର ସବସିଡିକୁ ଆହୁରି ବଢ଼ାଇଛନ୍ତି। ଏବେ ସେମାନଙ୍କୁ ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ। ଏନେଇ ବୁଧବାର...
ଏସିଆନ ଗେମ୍ସ ଜାଭଲିନ ଥ୍ରୋ: ନୀରଜଙ୍କୁ ସ୍ଵର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ଭାରତକୁ ଡବଲ ସଫଳତା
ନୀରଜ ଚୋପ୍ରାଙ୍କୁ ସ୍ଵର୍ଣ୍ଣ, ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ କିଶୋର ଜେନା
୮୭.୫୪ ମିଟର ଜାଭଲିନ ଫିଙ୍ଗି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ...
ତିନି ଜଣ ରସାୟନ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉଙ୍ଗି ଜି. ବାୱେନ୍ଦି, ଲୁଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଆଇ.ଏକିମୋଭଙ୍କୁ ମିଳିବ ନୋବେଲ ପୁରସ୍କାର।
ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି...
ଏସିଆନ ଗେମ୍ସ: ଫାଇନାଲକୁ ଗଲା ଭାରତୀୟ ପୁରୁଷ ହକି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ।
ଚୀନରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ବୁଧବାର ସେମିଫାଇନାଲରେ...





















