National

ସ୍ୱର୍ଣ୍ଣିମ ଶନିବାର, ଏସିଆନ ଗେମ୍ସରେ ଭାରତର ପଦକ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସରେ ଶନିବାର ୬ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ଜିତିଛି ଭାରତ, ୧୦୭ରେ ପହଞ୍ଚିଲା ପଦକ ସଂଖ୍ୟା ହାଙ୍ଗଝୌ ଏସିଆନ ଗେମ୍ସରେ ଶନିବାର ଭାରତର ପଦକ ବର୍ଷା ହୋଇଛି। ମହିଳା କବାଡ଼ିରେ...

ଏସିଆନ ଗେମ୍ସରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ, ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା...

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଶନିବାର ଦଳ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ସଫଳତା ପରେ ହକି ଇଣ୍ଡିଆ ପକ୍ଷରୁ...

ଆଇସିସି କ୍ରିକେଟ ବିଶ୍ୱକପ: ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ  

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି ବାଂଲାଦେଶ। ବଡ଼ ବିଜୟରୁ ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ। ଶନିବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶ ଏକତରଫା...

ମଧ୍ୟ-ପୂର୍ବ ଏସିଆରେ ପୁଣି ଯୁଦ୍ଧ, ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ରଣକ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ   

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ମଧ୍ୟ-ପୂର୍ବ ଏସିଆରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଇସ୍ରାଏଲ ହମାସ ଉପରେ ଯୁଦ୍ଧ ଘୋଷଣା କରି ଆକ୍ରମଣ କରିଛି। ଶନିବାର...

ଏସିଆନ ଗେମ୍ସ: କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆନ ଗେମ୍ସ ପୁରୁଷ କବାଡ଼ିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ଏସିଆନ ଗେମ୍ସରେ ଭାରତୀୟ କବାଡ଼ି ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। ଫାଇନାଲରେ ଡିଫେଣ୍ଡିଂ...

ଅମିତ ରୋହିଦାସଙ୍କୁ ଦେଢ଼କୋଟି ଟଙ୍କା ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳରେ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର ଓଡ଼ିଆ ହକି ତାରକା ତଥା ଡିଫେଣ୍ଡର ଅମିତ...

ସିକ୍କିମ ବନ୍ୟାରେ ଭାସି ଯାଇଥିଲା ଭାରତୀୟ ସେନାର ଗୋଳାବାରୁଦ, ଏବେ ତୀସ୍ତା ନଦୀରେ ହେଉଛି ବିସ୍ଫୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଭାରତୀୟ ସେନାର କ୍ୟାମ୍ପରେ ଘଟାଇଥିଲା ବ୍ୟାପକ କ୍ଷୟକ୍ଷତି। ମଙ୍ଗଳବାର ଏହି ବନ୍ୟାରେ ସେନାର ୨୩ ଜଣ ଯବାନ ନିଖୋଜ ଯାଇଥିଲେ। ଏହାସହ ସେନାର ଗାଡ଼ିରେ ଥିବା...

ଚଳିତ ଏସିଆନ ଗେମ୍ସରେ ଭାରତର ଐତିହାସିକ ପ୍ରଦର୍ଶନ, ପଦକ ସଂଖ୍ୟା ୧୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ ପାର୍ କରିଛି। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ...

ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନରେ ଚମକିଲା ଭାରତ ସ୍ୱର୍ଣ୍ଣ ସହ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ, ଶୁଭେଚ୍ଛା ଜଣାଇଲେ ହକି ଇଣ୍ଡିଆ ସଭାପତି। ଚୀନରେ ଚମକିଲା ଭାରତୀୟ ପୁରୁଷ ହକି ଦଳ। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ...

ପ୍ରଥମ ଓଡ଼ିଆ: ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନୂଆ ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣାଶୁଣା ଅଭିନେତା, ପ୍ରଯୋଜକ ତଥା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନଏସଡି)ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ସେ ହେଇଛନ୍ତି...