ଆଜିଠୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍, ହାର୍ଦିକଙ୍କ ନେତୃତ୍ଵରେ ଖେଳିବ ଭାରତୀୟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍। ଭାରତରେ ହେବାକୁ ଥିବା ଏହି ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ପ୍ରଥମେ ହେବାକୁଥିବା...
ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟ: ସାରାଦେଶରେ ଓଡ଼ିଶାର ବେକାରୀ ହାର ସର୍ବନିମ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ପକ୍ଷରୁ ଡିସେମ୍ବର ମାସ ପାଇଁ ଦେଶରେ ଥିବା ବେକାରୀ ହାରର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦେଶର ବେକାରୀ ହାର ୮.୩ ପ୍ରତିଶତ...
ପୁରୁଷ ହକି ବିଶ୍ଵକପ-୨୦୨୩ରେ ଯୋଗ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ସିଂ ମାନଙ୍କୁ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ହୋଇଛି ଆୟୋଜନ। ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର...
ବିମୁଦ୍ରୀକରଣ ମାମଲାରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ସପକ୍ଷରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ୨୦୧୬ ମସିହାର ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର...
ପୁଣି କୋଭିଡ ଡର: ଭାରତରେ ଗୋଟିଏ ଦିନରେ ୨୪୩ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡର ନୂଆ ଭାରିଏଣ୍ଟ ବିଏଫ୍ .୭କୁ ନେଇ ଚିନ୍ତା ବଢ଼ିଛି। ଚୀନ, ଜାପାନ ଏବଂ ଆମେରିକା ଭଳି ୭ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତରେ କୋଭିଡ ମୁକାବିଲା ଲାଗି...
ପରଲୋକରେ କିମ୍ବଦନ୍ତୀ ଫୁଟବଲର୍ ପେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କ ଦେହାନ୍ତ ହୋଇଛି। ଗୁରୁବାର ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ କେଲି ନାସ୍କିମେଣ୍ଟୋ ଏହି ସୂଚନା ଦେଇଛନ୍ତି। ବିଶ୍ଵର...
ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଫେବ୍ରୁଆରିରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା। ଏନେଇ ସିବିଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ରୁ ୨୧...
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ହୋଇଛନ୍ତି। ଡିଭାଇଡରରେ ପିଟି ହୋଇ ତାଙ୍କ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରୁ...
୧୦୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କର ୧୦୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ୩.୩୦ରେ ହୀରା ବା’ଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା ହେତୁ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍...
ପ୍ରବାସୀ ଭୋଟରଙ୍କ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଆଣିଲା ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନିର୍ବାଚନ ଆୟୋଗ ପ୍ରବାସୀ ଭୋଟରଙ୍କୁ ଦୃଷ୍ଟିରେ ରଖି ଏକ ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଆରଭିଏମ) ବିକଶିତ କରିଛି। ଏବେ ପରୀକ୍ଷାମୂଳକ ଭାବେ ଏହି ରିମୋଟ ଭୋଟିଂ ବ୍ୟବସ୍ଥା ଲାଗୁ...





















