ଭାରତୀୟ ହକିକୁ ଓଡ଼ିଶାର ଅନନ୍ୟ ଉପହାର, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୃଥିବୀର ଅନ୍ୟତମ ବୃହତ୍ ହକି ଷ୍ଟାଡିୟମ
୨୦ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ୍
୧୨୦ କୋଟି ଟଙ୍କାରେ ହୋଇଛି ନିର୍ମାଣ
୧୫ ମାସ ମଧ୍ୟରେ ଶେଷ ହୋଇଛି ନିର୍ମାଣ...
ପୁରୁଷ ହକି ବିଶ୍ଵକପ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ହେବାକୁଥିବା ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବାକୁ ସ୍ପେନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ଦଳଙ୍କ ଆଗମନ ହୋଇଛି। ରବିବାର ଭୁବନେଶ୍ୱର ବିମାନବନ୍ଦରରେ ଏହି ତିନି ଦଳର ଖେଳାଳିମାନେ ପହଞ୍ଚିଛନ୍ତି।...
ପୁରୁଷ ହକି ବିଶ୍ଵକପ୍ ୨୦୨୩: ଭୁବନେଶ୍ୱରରେ ପହଞ୍ଚିଲେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ୍ ଖେଳିବାପାଇଁ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳର ଓଡ଼ିଶାରେ ଆଗମନ ହୋଇଛି। ଶୁକ୍ରବାର ଅପରାହ୍ଣରେ ଏହି ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦୁଇ ଦଳର ଖେଳାଳିମାନଙ୍କୁ ହକି...
ହକି ବିଶ୍ଵକପ୍ ଖେଳିବାକୁ ଭୁବନେଶ୍ୱର ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ଵକପର ୧୫ତମ ସଂସ୍କରଣ। ହକି ବିଶ୍ଵକପରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଦିନ ୧୨ଟା ୩୦ ବେଳେ...
୨୦୨୩ ପୁରୁଷ ହକି ବିଶ୍ଵକପ୍ ପାଇଁ ପହଞ୍ଚିଲା ମାଲେସିଆ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବା ପାଇଁ ମାଲେସିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ଦଳର ଖେଳାଳିଙ୍କୁ ସ୍ଵାଗତ କରାଯାଇଛି। ବିଶ୍ଵକପ୍ ଖେଳିବା ପାଇଁ ତୃତୀୟ ବିଦେଶୀ ଦଳ...
ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବେଲଜିୟମ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ୍ ୨୦୨୩କୁ ରହିଲା ଆଉ ମାତ୍ର ୭ ଦିନ। ଜାନୁଆରି୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକିର ଏହି ମେଗା ଟୁର୍ଣ୍ଣାମେଣ୍ଟ। ବିଶ୍ଵକପ୍ ପାଇଁ ଶୁକ୍ରବାର...
ଉଦ୍ଘାଟିତ ହେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ପାଇଁ ନବ ନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରି ଏହି ଷ୍ଟାଡିୟମର ଲୋକାର୍ପଣ...
ସଂଗୀତ ଏବଂ ସସପେନ୍ସରେ ଭରପୁର ଚଳଚ୍ଚିତ୍ର ‘କଲା’
ଦୀପାଳି ପ୍ରିୟଦର୍ଶିନୀ ନାୟକ
ସଂଗୀତ ଏବଂ ସସପେନ୍ସରେ ଭରପୁର ଚଳଚ୍ଚିତ୍ର ‘କଲା’ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି।
ସିନେ ପ୍ରେମୀଙ୍କ ରୁଚିକୁ ଦେଖି ଏବେ ନିର୍ମାଣ କରାଯାଉଛି ଚଳଚ୍ଚିତ୍ର। ଯେଉଁମାନେ ସିମେମା ହଲ ଯାଇ...
ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର ହେବେ କ୍ରିକେଟର ଋଷଭ ପନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ କ୍ରିକେଟର ଋଷଭ ପନ୍ତ। ଉନ୍ନତ ଚିକିତ୍ସା ପାଇଁ ଋଷଭଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏବେ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।...
ଏବେ ଆଧାର କାର୍ଡରେ ଠିକଣା ଅପଡେଟ୍ କରିବା ହେବ ସହଜ, ଆସିଲା ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକମାନେ ବର୍ତ୍ତମାନ ସେମାନଙ୍କର ଆଧାର କାର୍ଡରେ ବହୁତ ସହଜରେ ଠିକଣା ଅପଡେଟ୍ କରିପାରିବେ। ଏ ନେଇ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ନୂଆ ନିୟମ ଜାରି ହୋଇଛି। ନିୟମ...





















