National

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନବନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ ୧୨ଟା ୩୦ ମିନିଟରେ ଦେଶର...

ବିହାର – ପୁଣି ନୀତିଶ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ନୂଆ ମେଣ୍ଟ ସହ ବିହାରରେ ପୁଣି ସରକାର ଗଢ଼ିଛନ୍ତି ନୀତିଶ କୁମାର। ନୀତିଶଙ୍କ ଅଷ୍ଟମ ଇନିଂସରେ କ’ଣ ରହିବ ରଣନୀତି...

ବୁଷ୍ଟର ଡୋଜ ଭାବେ ବ୍ୟବହାର ହେବ କୋର୍ବେଭ୍ୟାକ୍ସ

ଓଡ଼ିଶାଲାଇଭ୍ ବ୍ୟୁରେ ଏଣିକି କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ ଭାବେ ବ୍ୟବହାର କରାଯାଇପାରିବ। ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ-ଇ ଦ୍ଵାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ବ୍ୟବହାର କରିବାକୁ ଅନୁମତି ମିଳିଛି।...

ବିହାର ରାଜନୀତି: ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ବୁଧବାର ଦିନ ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ସହ ସମ୍ପର୍କ ତୁଟାଇବା ପରେ ଆରଜେଡି...

ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ ଷ୍ଟାର୍ଟଅପ୍ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Z5u89fn4eJQ] ଆଶିଷ ମହାପାତ୍ର। ଭାରତୀୟ ଷ୍ଟାର୍ଟଅପ୍ ଜଗତର ଏକ ପରିଚିତ ନାଁ। ଆଶିଷଙ୍କ ଷ୍ଟାର୍ଟଅପ୍ ‘ଅଫ୍‌ବିଜିନେସ୍’ ଭାରତର ଅନ୍ୟତମ ୟୁନିକର୍ନ ହୋଇପାରିଛି। ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ...

ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରରେ ରାଜନୈତିକ ଅସ୍ଥିରତା। ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ମେଣ୍ଟ ଭାଙ୍ଗିବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର। ରାଜ୍ୟପାଳଙ୍କୁ ସାକ୍ଷାତ କରି ମଙ୍ଗଳବାର ଦିନ ନୀତିଶ କୁମାର...

ସରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଭାରତର ଟ୍ୟାଲି ଟପ୍ ସ୍ଵପ୍ନ ଅଧୁରା ରହିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡର ବର୍ମିହାମଠାରେ ଚାଲିଥିବା ୨୨ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପନ ହୋଇଛନ୍ତି। ଚଳିତ ଥର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଥିଲା। ବିଭିନ୍ନ କ୍ଷେତ୍ରରେ ଭାରତକୁ ପଦକ ଉପରେ ପଦକ ହାସଲ...

ଅଗଷ୍ଟ କ୍ରାନ୍ତି ଦିବସ: ସ୍ୱାଧୀନତାର ଶେଷ ଲଢ଼େଇ ପାଇଁ ଶଙ୍ଖଧ୍ୱନି ଦେଇଥିଲେ ବାପୁଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠାରୁ ଏହି ଦିନଟିକୁ ସାରାଦେଶରେ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଉଛି। ୧୯୪୨ ମସିହା ଅଗଷ୍ଟ ୯...

ଅମିତ ଶାହ କହିଲେ – “୨୦୨୪ରେ ଓଡ଼ିଶାରେ ବିଜେପି ସରକାର”  

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପି ଭି ସିନ୍ଧୁଙ୍କୁ ସ୍ଵର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ମିଂହାମଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବିଜୟ ଧାରା ଜାରି ରହିଛି। ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଜିତିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ। ରାଜ୍ୟଗୋଷ୍ଠୀ...