National

ଜଗଦୀପ ଧନଖଡ଼: ଓକିଲାତିରୁ ଦେଶର ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ଜଗଦୀପ ଧନଖଡ଼। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସେ ଏନଡିଏର ପ୍ରାର୍ଥୀ ହୋଇଥିଲେ। ଜଗଦୀପ ଧନଖଡ଼ ପ୍ରାୟ ୭୩ ପ୍ରତିଶତ ଭୋଟରେ ବିଜୟ ହାସଲ କରି ଦେଶର...

ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସରିଲା ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ରାତିରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ...

ଯୁବ ଓଡ଼ିଆ ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ ଷ୍ଟାର୍ଟଅପ୍ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vg2xtJ8KOsM] ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି,...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି କମାଲ୍: ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ବଜରଙ୍ଗ, ସାକ୍ଷୀ ଓ ଦୀପକ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନ ଭାରତ ପାଇଁ ସ୍ଵର୍ଣ୍ଣିମ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ସ୍ଵର୍ଣ୍ଣ ପଦକ। ସବୁ ପଦକ କୁସ୍ତିକୁ ହିଁ ମିଳିଛି।...

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅମିତ ଶାହ ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିବା ପରେ ରାତ୍ରି ବିଶ୍ରାମ କରିବେ। ପରଦିନ ଶ୍ରାବଣ ଶେଷ ସୋମବାର ଦିନ ସକାଳେ...

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ। ସଂସଦ ଭବନରେ ଶନିବାର ସକାଳ ୧୦ଟାରୁ ଆରମ୍ଭ ହୋଇଛି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ।...

ମନେ ପଡ଼ନ୍ତି ସୁଷମା ସ୍ୱରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରାଜନୀତିରେ ଜଣେ ଲୋକପ୍ରିୟ ନେତ୍ରୀ, ଜଣେ ପ୍ରଖର ବକ୍ତା, ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ମନେ ପକାଉଛି ପୂରା ଦେଶ। ୨୦୧୯, ଆଜିର ଦିନରେ ସମସ୍ତଙ୍କୁ ଛାଡ଼ି ଯାଇଥିଲେ...

ଦରଦାମ୍ ବୃଦ୍ଧିକୁ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଉଠାଇ ନେଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ଦରଦାମ୍ ବୃଦ୍ଧି, ମୁଦ୍ରାସ୍ଫୀତି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ...

ପୁଣି ରେପୋ ରେଟ ବୃଦ୍ଧି କଲା ଆରବିଆଇ: ମହଙ୍ଗା ହେବ ବ୍ୟାଙ୍କ ଋଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ବର୍ଷ ହେଲା ଦରଦାମ ବୃଦ୍ଧି ଅଣାୟତ ସ୍ଥିତିରେ ଥିବାରୁ ବୁଧବାର ଦିନ ପୁଣି ରେପୋ ରେଟ ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ଏବେ ଆହୁରି ମହଙ୍ଗା ହେବ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ସୁଧୀର

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରତକୁ ସଫଳତା ମିଳିଛି। ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ଜିତିଛନ୍ତି ସୁଧୀର। ପାରା ପାୱାରଲିଫ୍ଟିଂ ପୁରୁଷ ବର୍ଗରେ ସେ ଏହି...