ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମହିଳା ମାଓବାଦୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଚ୍ଛାପଡ଼ା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲରେ ମଙ୍ଗଲବାର ଯବାନ ଓ ମାଓବଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି। ଏଥିରେ...

ଯନ୍ତ୍ରଣା ଯେଉଁଠି ଅସହ୍ୟ ହୁଏ, ଜୀବନ ମାଗେ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=HkrNxk4Sq64] ଇଚ୍ଛାମୃତ୍ୟୁ କ’ଣ? ଏନେଇ ଭାରତରେ କେଉଁ ସବୁ ନିୟମ ରହିଛି କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ରିପୋର୍ଟ। ଯେତେବେଳେ ଶରୀରର ଯନ୍ତ୍ରଣା ଅସହ୍ୟ ହୋଇପଡ଼େ ସେତେବେଳେ ବଞ୍ଚିବାର...

ଯକ୍ଷ୍ମା ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍‍ ଫାଉଣ୍ଡେସନ୍‍

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’।...

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ପ୍ରାପ୍ତ କରିଛି। ରାଜ୍ୟ ସ୍ୱାସ୍ଥ୍ୟ...

ମ୍ୟାଲେରିଆ ଜ୍ୱରର କାରଣ ଓ ଏଥିରୁ ରକ୍ଷା ପାଇବା କିପରି?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=n66JCUvaLZY]ସାଧାରଣତଃ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ହୋଇଥାଏ। ଏହା ବେଳେବେଳେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ମ୍ୟାଲେରିଆ ରୋଗୀ ହେଲେ ପ୍ରବଳ ଜ୍ୱର ହେବା ସହ ଶରୀରର...

ମୌସୁମୀ ସହ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହି ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଶନିବାର ଆଭ୍ୟନ୍ତରୀଣ...

ମୌସୁମୀ ବର୍ଷାର ଦେଖାନାହିଁ, ଗରମରେ ଛଟପଟ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସ୍ଵଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ମଧ୍ୟ ବର୍ଷାର ଦେଖାନାହିଁ। ପ୍ରଥମ ସପ୍ତାହରେ...

ମୌସୁମୀ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା, ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ୨ ସପ୍ତାହ ବିଳମ୍ବରେ ଓଡ଼ିଶାରେ ପହଞ୍ଚିଛି। ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଓଡ଼ିଶାରେ ଅଗ୍ରସର ହୋଇଛି ମୌସୁମୀ। ଏହା ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ...

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ମଧ୍ୟପ୍ରଦେଶରେ ବସିଥିବା ବିଧାୟକ ଦଳର...

ମୋରକ୍କୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୮୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଧ୍ଵଂସସ୍ତୂପରେ ପରିଣତ ହୋଇଛି ମୋରକ୍କୋ। ପ୍ରଳୟଙ୍କରୀ ଭୂମିକମ୍ପରେ ଉଜୁଡ଼ି ଯାଇଛି ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋ। କେହି କିଛି ବୁଝିବା ଆଗରୁ ମାଟିରେ ମିଶି ଗଲା ସବୁକିଛି। ଗତ ଶୁକ୍ରବାର...