office

ସେବା ପ୍ରଦାନ କରୁଥିବା କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ କୋରୋନା ସତର୍କତା ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କୋରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ...

ସେପ୍ଟେମ୍ବରରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା...

ସେପ୍ଟେମ୍ବର ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବାରୁ ବର୍ଷା କମିଛି। ହେଲେ ଆସନ୍ତା ରବିବାରରୁ ରାଜ୍ୟରେ ପାଣିପାଗ ବଦଳିବ। ସେପ୍ଟେମ୍ବର ୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାଦ୍ଵାରା...

ସେପ୍ଟେମ୍ବର ୨ରେ ପ୍ରେକ୍ଷାଳୟକୁ ଆସିବ ‘ଏଡିୟୁ ଗୋଦାର’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଚର୍‌ ଫିଲ୍ମ ‘ଏଡିୟୁ ଗୋଦାର’। ବିଶ୍ୱର ଅନେକ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ପରେ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦର୍ଶକ ଦେଖିବାର ସୁଯୋଗ...

ସେପ୍ଟେମ୍ବର ୨ରୁ ଇସ୍ରୋର ସୂର୍ଯ୍ୟ ମିଶନ, ଶ୍ରୀହରିକୋଟାରୁ ଲଞ୍ଚ ହେବ ‘ଆଦିତ୍ୟ ଏଲ୍-ୱାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ନିଜର ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖ ଶନିବାର ୧୧ଟା ୫୦ ସମୟରେ ଇସ୍ରୋ ସୂର୍ଯ୍ୟ ଅଭିମୁଖେ ‘ଆଦିତ୍ୟ...

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ୨୧ରେ ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏଁ ୧୩ ଧରି ଏହି ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୩ ତାରିଖରେ...

ସେପ୍ଟେମ୍ବର ୧୮ରୁ ସଂସଦର ସ୍ଵତନ୍ତ୍ର ଅଧିବେଶନ, ଆଗତ ହେବ ୪ଟି ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ସ୍ଵତନ୍ତ୍ର ଅଧିବେଶନ ଅଧିବେଶନରେ କେନ୍ଦ୍ର ସରକାର ଆଗତ କରିବେ ୪ଟି ବିଲ୍ ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ୨୨...

ସେପ୍ଟେମ୍ବର ୧୮ରୁ ୨୨ ସଂସଦର ସ୍ଵତନ୍ତ୍ର ଅଧିବେଶନ, ‘ଓ୍ଵାନ ନେସନ-ଓ୍ଵାନ ଇଲେକ୍ସନ’ ବିଲକୁ ନେଇ ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ୫ଟି ବୈଠକ ବସିବ। ସଂସଦର ସ୍ଵତନ୍ତ୍ର...

ସେଣ୍ଟର ଫର୍‌‌ ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟ: ସାରାଦେଶରେ ଓଡ଼ିଶାର ବେକାରୀ ହାର ସର୍ବନିମ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଣ୍ଟର ଫର୍‌‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ପକ୍ଷରୁ ଡିସେମ୍ବର ମାସ ପାଇଁ ଦେଶରେ ଥିବା ବେକାରୀ ହାରର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦେଶର ବେକାରୀ ହାର ୮.୩ ପ୍ରତିଶତ...

ସେଞ୍ଚୁରିଅନରେ ଇସ୍କନ ପକ୍ଷରୁ ‘ପାସୱାର୍ଡ ଫର୍ ହାପିନେସ’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ଉପଖଣ୍ଡ ପିତାମହଲସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଇସ୍କନ ପକ୍ଷରୁ ପାସୱାର୍ଡ ଫର୍ ହାପିନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରୁ ଆସିଥିବା ଇସ୍କନ...