ଏଥର ଚାନ୍ଦବାଲିରେ ସମ୍ମାନର ଲଢ଼େଇ: ଭୋଟରଙ୍କ ମନ ଜିତିବେ ମନମୋହନ ନା ହ୍ୟାଟ୍ରିକ୍ ମାରିବେ ବ୍ୟୋମକେଶ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ...

ତାତିରୁ ନିସ୍ତାର ନାହିଁ: ହିଟଓ୍ଵେଭ ପାଇଁ ଆଜି ୧୯ ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ତାତିରୁ ମିଳୁନି ମୁକ୍ତି। ସକାଳୁ ସକାଳୁ ଆକାଶରୁ ବର୍ଷୁଛି ନିଆଁ। ଶନିବାର ଦିନ ହିଟଓ୍ଵେଭ ପାଇଁ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହିଟଓ୍ଵେଭ ପାଇଁ...

ବାଲେଶ୍ଵରରେ ହେବ ହାଇପ୍ରୋଫାଇଲ ଲଢ଼େଇ- କିଏ ଜିତିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=7pRpm_x6VwQ&t=79s ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର। ବାଲେଶ୍ୱର ଲୋକସଭା କ୍ଷେତ୍ରରେ...

ମେ’ ପହିଲାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆସନ୍ତା ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ...

ଖରାରୁ ମିଳିବ ଆଶ୍ଵସ୍ତି: ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ଏବେ ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଖରାରୁ ରକ୍ଷା ପାଇବା ପାଇଁ ଏଣିକି ଟ୍ରାଫିକ୍ ପୋଲିସ ପିନ୍ଧିବେ ସ୍ଵତନ୍ତ୍ର ଏସି ହେଲମେଟ।...

ଢେଙ୍କାନାଳ ଲୋକସଭା ଆସନ ପାଇଁ ଜମିବ ଲଢ଼େଇ: ଅଭିଜ୍ଞ ରୁଦ୍ରନାରାୟଣଙ୍କୁ ଟକ୍କର ଦେବେ ଅବିନାଶ ଓ ସସ୍ମିତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା। ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି...

ମହାନଦୀ ଡଙ୍ଗା ବୁଡ଼ି ଘଟଣା: ଉଦ୍ଧାର ହେଲା ସମସ୍ତ ୮ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ନିକଟ ମହାନଦୀରେ ଶୁକ୍ରବାର ଦିନ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ୮ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଛତିଶଗଡ଼ର। ଶୁକ୍ରବାର ଦିନ ଦୁଇ ଜଣଙ୍କର...

ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ପାଇଁ ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ଓ ଲୋକସଭା ଆସନ ଲାଗି ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା। ରାଜ୍ୟର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଲାଗି ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଛି...

ଖରା ଛୁଟି: ଏପ୍ରିଲ ୨୫ରୁ ବନ୍ଦ ରହିବ ଓଡ଼ିଶାର ସବୁ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସବୁ ସ୍କୁଲରେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାରଠାରୁ ବୁଧବାର ଯାଏଁ ୩ ଦିନ...

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିଜର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।...