ବାଲେଶ୍ଵର: ବିଦ୍ୟାଭାରତୀ ଓ ବହିଘର ପ୍ରକାଶନ ପକ୍ଷରୁ ‘ପୁସ୍ତକ ସପ୍ତାହ-୨୦୨୪’ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ 'ବିଦ୍ୟାଭାରତୀ' ଓ 'ବହିଘର' ପ୍ରକାଶନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହୋଇଛି ପୁସ୍ତକ ସପ୍ତାହ-୨୦୨୪। ସହରରେ 'ବହିଘର ଲାଇବ୍ରେରୀ'ର ଶୁଭାରମ୍ଭ ଅବସରରେ ଏହି ପୁସ୍ତକ ସପ୍ତାହ...
ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୭ ଦିନିଆ ଗବେଷଣା ପଦ୍ଧତି କର୍ମଶାଳା ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତ୍ତକୋତ୍ତର ଶିକ୍ଷା ବିଭାଗ ଆନୁକୁଲ୍ୟରେ ଏକ ୭ ଦିନିଆ ଗବେଷଣା ପଦ୍ଧତି କର୍ମଶାଳା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ...
ବାଲେଶ୍ୱର: ରତ୍ନୋତ୍ସବରେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ସମ୍ବର୍ଦ୍ଧିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ଶାନ୍ତିକାନନଠାରେ ଆୟୋଜିତ ରତ୍ନୋତ୍ସବ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ...
ସେପ୍ଟେମ୍ବର ୨୯ରେ ‘ପ୍ରଜାପତି’ ସାହିତ୍ୟ ଶାଖାର ସାରସ୍ୱତ ସମାବେଶ: ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ମିଳିବ ‘ଅକ୍ଷର’ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ବର୍ଷ ୨୦୨୪ ପାଇଁ ସମ୍ମାନଜନକ ‘ଅକ୍ଷର କଥାକାର ସମ୍ମାନ' ଘୋଷଣା କରାଯାଇଛି। ଚଳିତବର୍ଷ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ଏହି...
ବାଲେଶ୍ଵରରେ ବନ୍ୟା ସ୍ଥିତି ଉଦବେଗଜନକ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବାଲେଶ୍ଵର ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ ରହିଛି”, ଆକାଶ ମାର୍ଗରୁ ବାଲେଶ୍ଵରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗତ ୪ଦିନ ଧରି ବର୍ଷା...
ବାଲେଶ୍ଵର: ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଗଣେଶ ପୂଜା ଅବସରରେ ବିଶିଷ୍ଟ କବୟିତ୍ରୀ ଯଶୋଧାରା ଦାସଙ୍କ ଇଂରାଜୀ କବିତା ଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି। ସ୍ଥାନୀୟ ଷ୍ଟେସନ କ୍ଲବ୍...
ଗିରଫ ହେଲେ କୋଟିପତି କିରାଣୀ ପ୍ରଦୀପ କୁମାର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ କୁମାର ଦାସଙ୍କୁ ଶନିବାର ଦିନ ଗିରଫ କରିଛି...
ଭିଜିଲାନ୍ସ ଜାଲରେ ବାଲେଶ୍ଵର ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ ଦାସଙ୍କ ଘର ସମେତ ୬ଟି ଠିକଣା...
ଅର୍ଥ ହେରଫେର ଅଭିଯୋଗରେ ନୀଳଗିରି ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥ ହେରଫେର କରିବା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ଜେନାଙ୍କ ଘରେ ବୁଧବାର ଦିନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଓମ୍ବାଡସି ପାଣ୍ଠିରୁ ଏକ କୋଟିରୁ ଅଧିକ...
ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।
ପ୍ରଭାସ...



















