ବଢ଼ିବ ପରିସୀମା: ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିବ ରାଜଧାନୀ ଭୁବନେଶ୍ୱରର ପରିସୀମା। ପ୍ରାୟ ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ଗୋଠପାଟଣା, ମଳିପଡ଼ା, ଦାସପୁର ଓ ଅନ୍ଧାରୁଆକୁ ନେଇ ଏହି ନୂଆ ସହର ଗଢ଼ା ହେବ। ଏନେଇ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏସଏଚଜି ମହିଳାଙ୍କ ପାଇଁ ‘କସମେଟୋଲୋଜି ଓ ଉଦ୍ୟୋଗ ବିକାଶ’ ଉପରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ...

ଭୁବନେଶ୍ୱର: ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ବୃକ୍ଷ ରୋପଣ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସ୍ମାର୍ଟ ବୋର୍ଡ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ପରିବେଶକୁ ସବୁଜ ସୁନ୍ଦର କରିବା ତଥା ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ...

କଟକ-ଭୁବନେଶ୍ଵର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଭୁବନେଶ୍ଵର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ କଟକ-ଭୁବନେଶ୍ଵର ପାଇଁ ନିର୍ମାଣ ହେବ ୬ ଲେନ ବିଶିଷ୍ଟ ରିଂ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ନେବା ଲାଗି ଆଗ୍ରହୀ ପ୍ରାର୍ଥୀମାନେ...

ଆସନ୍ତାକାଲି ସ୍ୱାଧୀନତା ଦିବସ: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପ୍ୟାରେଡ ଅନୁଷ୍ଠିତ ହେବ। ଏହି ଅବସରରେ ଜନସାଧାରଣଙ୍କ ଗମନାଗମନ ସୁବିଧା ଏବଂ ପାର୍କିଂ ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟମ...

ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’: ଓଡ଼ିଶାର ଅଭିବୃଦ୍ଧିରେ ଯୋଗଦାନ ପାଇଁ ଉଦ୍ୟୋଗୀଙ୍କୁ ଆହ୍ଵାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶେଷ ହୋଇଛି ଜାତୀୟସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ-୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ୱରଠାରେ ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକାଧିକ...

ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କ ପାଇଁ ବିଡିଏର ସୁଲଭ ଘର: ଲଟେରିରେ ୩୮ ଜଣଙ୍କୁ ମିଳିଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସ୍ତି ଉଚ୍ଛେଦ ଓ ପୁନର୍ବାସ ଯୋଜନାରେ ସହରର ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଆବଣ୍ଟନ କରାଯାଇଛି। ବୁଧବାର ଦିନ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ...

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ଠିକଣାରେ ଏକକାଳୀନ...

ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ଅଭିନବ ସାହିତ୍ୟ କାର୍ଯ୍ୟକ୍ରମ ‘ହର୍ଷେ ଇ’

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନରେ ଦେବବ୍ରତ ଦାସ ଏବଂ ଅବିନାଶ ସାହୁଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଯାଇଛି ସାହିତ୍ୟ କାର୍ଯ୍ୟକ୍ରମ ‘ହର୍ଷେ ଇ’। ବରିଷ୍ଠ କବି ମମତା ଦାଶ...