ଗୁରୁଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାର ୭ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁଦିବସ ଅବସରରେ ୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଦ୍ୱାରା...

ମୟୂରଭଞ୍ଜ: ପିଉସୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁତୁରା ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନିଜ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ଅତିନର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ପୁତୁରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ...

ସହକର୍ମୀଙ୍କ ଗରମ ପାଣି ମାଡ଼ରେ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଷ୍ମନ୍ତ କୁମାର ଦେହୁରୀଙ୍କ ଉପରେ ଅନ୍ୟ ଜଣେ ସହକର୍ମୀ ଫୁଟୁଥିବା ଗରମ ପାଣି ଢାଳିଦେବାରୁ ସେ ଗୁରୁତର ଆହତ...

କପ୍ତିପଦା ରେଞ୍ଜରୁ ୫ଟି ହାତୀ ଦାନ୍ତ ଜବତ, ୭ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ କର୍ମଚାରୀ କପ୍ତିପଦା ରେଞ୍ଜ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ...

ମରଣାନ୍ତକ ଆକ୍ରମଣ ଓ ଛିନତାଇ ଘଟଣାରେ ୮ ଅଭିଯୁକ୍ତଙ୍କୁ ଗିରଫ କଲା ବାରିପଦା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ଜୁଲାଇ ୨୪ ତାରିଖରେ ଘଟିଥିବା ମରଣାନ୍ତକ ଆକ୍ରମଣ ଓ ଛିନତାଇ ଘଟଣାରେ...

ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ କଳା ବାଘ ସଫାରି

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିବ ବିଶ୍ଵର ପ୍ରଥମ କଳା ବାଘ ସଫାରି। ଏହାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ (ସିଜେଡଏ) ଅନୁମୋଦନ ମିଳିଛି। ଏହା ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ...

ରାଜ୍ୟସ୍ତରୀୟ ଉଶୁ କ୍ରୀଡ଼ା ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହି ମୟୂରଭଞ୍ଜ ଟିମ୍ ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଚଳିତବର୍ଷ ରାଉରକେଲାରେ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ଉଶୁ କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ସିନିୟର ଦଳ ତୃତୀୟ ସ୍ଥାନ...

ମୟୂରଭଞ୍ଜ ଜିଲ୍ଲାର ଭୌଗୋଳିକ ପ୍ରତିବନ୍ଧକ ଅଞ୍ଚଳରେ ଲୋକଙ୍କ ପାଇଁ ବରଦାନ ‘ବାଇକ୍‌ ଆମ୍ବୁଲାନ୍ସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓମ୍ବାଡସି ପାଣ୍ଠି ସହାୟତାରେ ୪ଟି ବ୍ଲକରେ ‘ବାଇକ୍‌ ଆମ୍ବୁଲାନ୍ସ’ ସେବା ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍‌ ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ସେବା (ମୟୂରଭଞ୍ଜ/ଭୁବନେଶ୍ଵର): ଆଦିବାସୀ ବହୁଳ...

ମୟୂରଭଞ୍ଜରେ ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ଘଟଣା: ୩ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଦ୍ୟୁତ ତାର ସଂସ୍ପର୍ଶରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁ ନିକଟରେ ଶନିବାର ଦିନ ଗୋଟିଏ ମାଈ ହାତୀର ମୃତ୍ୟୁ...

ମୟୂରଭଞ୍ଜ: ଟ୍ରକକୁ ଧକ୍କା ଦେଲା ବସ, ୩ ଜଣ ଯାତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ଏକ ଟ୍ରକକୁ ବସ୍ ଧକ୍କା ଦେବାରୁ ୩ ଜଣ...