ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଣୁ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗଠନରେ ଉଦ୍ୟୋଗୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ – ଜୟନ୍ତ ଚୌଧାରୀ
(ଭୁବନେଶ୍ୱର): ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ...
ଆପଣ ଜଣନ୍ତି କି, ପାଇରିଆ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Vfa2wYBZPtE
ପାଟିରୁ ଦୁର୍ଗନ୍ଧ ବାହାରିବା, ଦାନ୍ତ ବିନ୍ଧିବା କିମ୍ବା ମାଢ଼ିରୁ ରକ୍ତ ବାହାରିବା ଆଦି ପାଇରିଆ ରୋଗର ଲକ୍ଷଣ ହୋଇଥାଏ। ପାଇରିଆ ହେଉଛି ପାଟିରେ ହେଉଥିବା ଏକ ସାଧାରଣ ରୋଗ, ଯାହା...
ଓଡ଼ିଶାର ସବୁ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥ ବରାଦ କରନ୍ତୁ ସରକାର – ସୁବାସିନୀ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଛି।
(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏବେ ଜାରି ରହିଛି।...
ଦାନ୍ତ କାହିଁକି ହଳଦିଆ ପଡ଼େ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=m1tft5tL7Jo
ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ।
ତେବେ ଦାନ୍ତ...
ବାରିପଦାରେ ଏପ୍ରିଲ ୧୪ରୁ ବଳାଙ୍ଗୀ ମହୋତ୍ସବ: ମାର୍ଚ୍ଚ ୩୦ରେ ଟାଲେଣ୍ଟ ହଣ୍ଟ ଅଡିସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଆସନ୍ତା ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହେବ ୨୩ତମ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ। ଏପ୍ରିଲ ୧୪ରୁ ୧୮ ତାରିଖ ୫ ଦିନ ଧରି...
ଦାନ୍ତ ଘଷିବାର ସଠକ୍ ଉପାୟ ଜାଣନ୍ତୁ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=1F3V63HYheU
ଦାନ୍ତରେ କ୍ୟାଭିଟି, ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ସଫା କରିବା ନିହାତି ଜରୁରୀ। ଏଥିପାଇଁ ଦୈନିକ ୨ ଥର ବ୍ରସ୍...
ଆଇଆଇଏମସି: ଦୀବାଲିନ ବେହେରାଙ୍କୁ ‘ରାଧାନାଥ ରଥ’ ଓ ପ୍ରିୟା ପ୍ରକାଶଙ୍କୁ ‘ସତ୍ୟ ମହାପାତ୍ର’ ସ୍ମାରକୀ ଫେଲୋସିପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଦୀବାଲିନ ବେହେରାଙ୍କୁ ‘ରାଧାନାଥ ରଥ ସ୍ମାରକୀ’ ଫେଲୋସିପ୍ ଓ ଇଂରାଜୀ ସାମ୍ବାଦିକତା...
ବିଶ୍ୱ ପଖାଳ ଦିବସରେ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ...
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=nnzP2DY8GZ0
ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ପଖାଳକୁ ନେଇ ରଚନା କରାଯାଇଛି ଅନେକ ଲୋକ...
ପାଟିରୁ ଦୁର୍ଗନ୍ଧ ବାହାରୁଛି କି, ଜାଣନ୍ତୁ କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=FWAtPraKXVI
କିଛି ଛୋଟ ଛୋଟ କଥା ଜଣକ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ, ଯେପରିକି ପାଟିରୁ ଦୁର୍ଗନ୍ଧ ବାହାରିବା। କାହା ସହ କଥା ହେବା ବେଳେ ପାଟିରୁ ଦୁର୍ଗନ୍ଧ ବାହାରିବା ଯୋଗୁଁ ଅସ୍ୱସ୍ଥିକର...





















