ଆଜିଠାରୁ ନୂଆ ବାସଭବନରେ ରହିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ସରକାରୀ ବାସଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ସେ ଗାନ୍ଧୀ ମାର୍ଗ କ୍ଵାର୍ଟରରେ ରହୁଥିବାବେଳେ ଏବେ...

ଆଜି ସରିଲା ମାଟ୍ରିକ ପରୀକ୍ଷା: ମାର୍ଚ୍ଚ ୧୯ରୁ ଖାତା ଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚାଲିଥିବା ୨୦୨୫ ମାଟ୍ରିକ ପରୀକ୍ଷା ଗୁରୁବାର ସରିଛି। ଛାତ୍ରଛାତ୍ରୀମାନେ ଶେଷ ଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ...

ମୟୂରଭଞ୍ଜ: ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଉଦଘାଟିତ...

ସରକାର ବଦଳିଲେ ବଦଳେ ରଙ୍ଗ!

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାର ବଦଳିଲେ ବଦଳି ଯାଏ ସବୁ ରଙ୍ଗ। ସେ ସରକାରୀ କୋଠା ହେଉ, ସ୍କୁଲ କାନ୍ଥ କିମ୍ବା ବସର ରଙ୍ଗ। ବିଜେଡି ସରକାର ସମୟରେ ସାରା ଓଡ଼ିଶା ସବୁଜ ରଙ୍ଗରେ ରଙ୍ଗେଇ...

ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବରେନ୍ଦ୍ରକୃଷ୍ଣ ଧଳ ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ। ଦୁଇଟି ଶବ୍ଦ। ଜଣେ ବ୍ୟକ୍ତିବିଶେଷର ନାମ ନଥିଲା। ଏ ଶବ୍ଦ ଦୁଇଟି ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ...

‘ଷ୍ଟାର୍ଟଅପ୍ ଷ୍ଟୋରି’ – ଜାଣନ୍ତୁ ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ଦୁଇ ଉଦ୍ୟୋଗୀ ଭାଇଙ୍କ ସଫଳତାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=w3NP6q8UQh0 ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ...

ଆରମ୍ଭ ହେଲା ସୁଭଦ୍ରା ରାଲି: ସାମିଲ ହେଲେ ଏସଏସଜି ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାରଠାରୁ ଓଡ଼ିଶାର ପ୍ରତି ପଞ୍ଚାୟତରେ ଆରମ୍ଭ ହେଲା ସୁଭଦ୍ରା ରାଲି। ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ। ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀର...

ବିଜୁ ଜୟନ୍ତୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ପାଳିତ ହୋଇଛି। ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି...

ପରିସ୍ରାରେ ରକ୍ତ ପଡ଼ୁଛି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=EiImdEQwgVI ବେଳେବେଳେ ପରିସ୍ରାରେ ରକ୍ତ ପଡ଼ିବା ଚିନ୍ତା ବଢ଼ାଇ ଦିଏ। ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। ଏହାଛଡ଼ା ବିଭିନ୍ନ...

ଆଜି ବଡ଼ଠାକୁରଙ୍କ ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାରଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ...