ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ରାସନକାର୍ଡ କଟାଯାଇଛି – ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିଲା। ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା। ଏବେ ଜାରି ରହିଥିବା ଇ-କେୱାଇସି ଅପଡେଟ୍ ସମୟରେ ସେମାନଙ୍କ ରାସନକାର୍ଡ କଟା ଯାଇଛି।...
ବିଦାୟ ଉତ୍ତମ – ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ବିଦାୟ ନେଲେ ଓଲିଉଡ ସିନେମା ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର।
ଗୁରଗାଁଓରୁ ଉତ୍ତମ ମହାନ୍ତିଙ୍କ ପାର୍ଥିବ...
ଷ୍ଟାର୍ଟଅପ ଷ୍ଟୋରି: ଜାଣନ୍ତୁ ଓଡ଼ିଆ ମହିଳା ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=vg2xtJ8KOsM
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଓଡ଼ିଆ ମହିଳା ଉଦ୍ୟୋଗୀ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ ‘ସାଇଜେନିକା’ର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ନୁସରତ୍ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ...
ମାର୍ଚ୍ଚ ୮ରେ କୋଟିଏ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଦ୍ଵିତୀୟ କିସ୍ତି ଟଙ୍କା – ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ୍। ଆସନ୍ତା ମାର୍ଚ୍ଚ ୮ ତାରିଖରେ ହିତାଧିକାରୀମାନଙ୍କ ଖାତାକୁ ଯିବ ଦ୍ଵିତୀୟ କିସ୍ତି ଟଙ୍କା। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ...
ପରୀକ୍ଷା ସମୟରେ ପିଲାଙ୍କ ଷ୍ଟ୍ରେସ୍କୁ କେମିତି ସମ୍ଭାଳିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=rMRne4QAbuU&t=6s
ପରୀକ୍ଷା ସମୟରେ ପିଲାମାନଙ୍କର ଷ୍ଟ୍ରେସ ବଢ଼ିଯାଏ। କେବଳ ପିଲା ନୁହନ୍ତି ବାପା ମା’ଙ୍କର ମଧ୍ୟ ଚିନ୍ତା ବଢ଼ିଯାଏ। ପରୀକ୍ଷା ସମୟରେ ପିଲାଙ୍କର ଷ୍ଟ୍ରେସ ବଢ଼ିବା ସ୍ୱାଭାବିକ। ହେଲେ କେତେକ ସମୟରେ...
ଏପ୍ରିଲ ୧୯ରେ ଭୁବନେଶ୍ୱରରେ ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ହେବାକୁ ଯାଉଛି ବିଶ୍ଵର ଲୋକପ୍ରିୟ ସଙ୍ଗୀତ ତାରକା ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ। ଆସନ୍ତା ଏପ୍ରିଲ ୧୯ ତାରିଖରେ ଏହି କନ୍ସର୍ଟ ଅନୁଷ୍ଠିତ ହେବ। ‘ସନବର୍ଣ୍ଣ’ ଓ ‘ସ୍ପେସ ବାଉଣ୍ଡ’...
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଫେରା ରାଇଜରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।...
ପରଲୋକରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ଫେବ୍ରୁଆରି ପ୍ରଥମ ସପ୍ତାହରେ...
ଓଡ଼ିଶୀ ନୃତ୍ୟ ଜଗତର ଜଣାଶୁଣା ନାଁ ବିପଞ୍ଚି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=0xd9N3zav70&t=368s
ଓଡ଼ିଶୀ ନୃତ୍ୟ ଜଗତର ଜଣାଶୁଣା ନାଁ ବିପଞ୍ଚି ଦାସ। ସେ ହେଉଛନ୍ତି ବିଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ଝିଅ। ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟଶୈଳୀକୁ ବଞ୍ଚାଇ ରଖିବା ପାଇଁ...
ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, କବି ତଥା ଅନୁବାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ। ବାଲେଶ୍ଵର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ବାସଭବନରେ ବୁଧବାର ଦିନ ସେ...




















