ସମୟ ପୂର୍ବରୁ ପ୍ରସବ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Db1iF0zXS4I
୩୭ ସପ୍ତାହ ପୂର୍ବରୁ ପ୍ରସବ ହେବାକୁ ପ୍ରିଟର୍ମ ଡେଲିଭରି କୁହାଯାଏ। ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ, ମୋଟାପଣ ବା ଅନ୍ୟ ସବୁ କାରଣ ଥିଲେ ସମୟ ପୂର୍ବରୁ ପ୍ରସବ ହୋଇଥାଏ। ଏହା...
କଳାପାହାଡ଼ର କାଳା କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=MDtncV7cBs4&t=626s
‘ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ।’
କଳାପାହାଡ଼ ନାଁ ଶୁଣିଲେ ଆଜି ବି ଓଡ଼ିଶାବାସୀଙ୍କ ମନରେ ଜଣେ କ୍ରୁର, ନିଷ୍ଠୁର...
ଆଇଟିରୁ ବିଉଟି ଇଣ୍ଡଷ୍ଟ୍ରି: ସୁକୀର୍ତ୍ତି ପଟ୍ଟନାୟକଙ୍କ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=0AOLwy8Btvk&t=15s
ଓଡ଼ିଶାର ଜଣେ ସଫଳ ମହିଳା ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ। ଚାକିରି ଛାଡ଼ି ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ଆଇଟି ସେକ୍ଟର ଛାଡ଼ି ଓଡ଼ିଶାରେ ବିଉଟି ଇଣ୍ଡଷ୍ଟ୍ରିକୁ ନୂଆ ଦିଗ ଦେଇଛନ୍ତି ସୁକୀର୍ତ୍ତି।
ଓଡ଼ିଶାଲାଇଭ୍ର...
ଡାଏବେଟିସ ରୋଗୀଙ୍କ କୋଲେଷ୍ଟ୍ରୋଲ ବଢ଼ିଲେ କ’ଣ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Zjw2qozrkMQ
ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍ ଡେ’। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା...
ନୂଆପଡ଼ାରେ ବାଜି ମାରିଲା ବିଜେପି: ନୂଆ ନେତା ଜୟ ଢୋଲକିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ାରେ ବାଜି ମାରିଲା ବିଜେପି। ବିଧାନସଭା ଉପନିର୍ବାଚନରେ ବିଜୟୀ ହେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ...
କେଉଁ ଲକ୍ଷଣ ଥିଲେ ଡାଏବେଟିସ ଟେଷ୍ଟ କରିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=AJ3ycHKo1oI
ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍ ଡେ’। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା...
ଜାଣନ୍ତୁ, ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=H1VeLUxoCWs
ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍ ଡେ’। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା...
ଆଜି ନୂଆପଡ଼ା ରେଜଲ୍ଟ: ଚାଲିଛି ଭୋଟ ଗଣତି, କିଏ ମାରିବେ ବାଜି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆସିବ ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେଜଲ୍ଟ। ଶୁକ୍ରବାର ସକାଳ ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ ଗଣତି। କିଏ ହେବେ ନୂଆପଡ଼ାର ନୂଆ ନେତା ତା’ ଉପରେ...
ନଖର ଯତ୍ନ କିପରି ନେବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ftSvLBdnxFQ
ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ, ନଖକୁ ଦାନ୍ତରେ ଛିଣ୍ଡାଇବା, ନଖକୁ ସଠିକ ଭାବରେ ନ କାଟିବା ଏବଂ ନଖ ବଡ଼ ରଖିବା। ଏହାଦ୍ୱାରା ନଖରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି। କେବଳ...
ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରକୁ କାହିଁକି ହାତ ଉଠେଇଲେ ବିଜୁବାବୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=geWQeTCQLS4
ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ...




















