ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଅଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍। ଥର୍ମନଙ୍କ ଗସ୍ତ ଅବସରରେ ଶୁକ୍ରବାର ଦିନ ରାଜ୍ୟ ସରକାର ୮ଟି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ...

ଓଡ଼ିଶାରେ ଫେରିଲା ଶୀତଲହରୀ: ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ସାମାନ୍ୟ କମିଛି। ଆଗକୁ ରାଜ୍ୟରେ ଶୀତ ଆହୁରି ବଢ଼ିବାର ସମ୍ଭାବନା ରହିଛି।...

ସୁଭଦ୍ରା ଅପଡେଟ୍: ଜାନୁଆରି ଶେଷ ସୁଦ୍ଧା ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ସୁଭଦ୍ରା ଅପଡେଟ। ଚଳିତ ଜାନୁଆରି ମାସ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ...

ପିରିୟଡସ ବେଳେ ଅତ୍ୟଧିକ ରକ୍ତସ୍ରାବ ହେଉଛି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9z0EwynWXT4 ଋତୁସ୍ରାବ ବା ପିରିୟଡସ ଜଣେ ମହିଳାଙ୍କ ଜୀବନର ଏକ ସାଧାରଣ ଏବଂ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ଅଧିକାଂଶ ମହିଳାଙ୍କର ମାସିକ ଋତୁସ୍ରାବ ପ୍ରାୟ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ।  କେତେକ...

ଓଡ଼ିଶା ଗସ୍ତରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଛନ୍ତି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଛନ୍ତି। ଥର୍ମନ ଶନ୍ମୁଗରତ୍ନମଙ୍କ ଏହି ଦୁଇ ଦିନିଆ ଗସ୍ତ ଅବସରରେ...

ଓଡ଼ିଶାରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ାଇଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସେମାନଙ୍କ ପାରିଶ୍ରମିକ ରାଶି ୧୬ ହଜାର ଟଙ୍କାକୁ...

ସ୍କିନ୍ ଆଲର୍ଜି କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2QUuE-nHosA ତ୍ୱଚାରେ ଆଲର୍ଜି ବା ସ୍କିନ ଆଲର୍ଜି ବିଭିନ୍ନ କାରଣରୁ ହୋଇପାରେ। କିଛି ଲୋକଙ୍କୁ କୌଣସି ଖାଦ୍ୟରୁ ଆଲର୍ଜି ହୋଇଥାଏ। ଅନ୍ୟ କିଛି ବ୍ୟକ୍ତିଙ୍କଠାରେ ଅଳଙ୍କାର, ସୂର୍ଯ୍ୟ କିରଣରୁ ବା କୌଣସି...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ କମିଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧକ୍ଷ ଭାବେ...

ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତ ଜାନୁଆରିରୁ ମିଳିବ ମାସିକ ୩୦ ହଜାର ଟଙ୍କା ସମ୍ମାନ ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଚଳିତ ଜାନୁଆରିରୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ଏ ନେଇ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ...

ଓଡ଼ିଶାରେ ଏଚଏମପିଭି ରୋଗୀ ନାହାନ୍ତି, ଭୟଭୀତ ହୁଅନ୍ତୁ ନାହିଁ – ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୌଣସି ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଚଏମପିଗିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ ଜଣେ...