ଗର୍ଭାବସ୍ଥାରେ ଧଳାସ୍ରାବ ହେଲେ କ’ଣ କରିବେ ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Ptgrz_oFKhI ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ଯୋନିରୁ ଧଳାସ୍ରାବ ହୋଇଥାଏ, ଯାହା ସ୍ଵାଭାବିକ। ହେଲେ କେତେକ ସମୟରେ ଗର୍ଭବତୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଥାଏ। ଗର୍ଭାବସ୍ଥାରେ କାହିଁକି ଧଳାସ୍ରାବ ହୁଏ, କେତେବେଳେ...

ବରଗଡ଼ରେ ପୂର୍ବରୁ ୧୬ ଦିନ ଧରି ଚାଲୁଥିଲା ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି। ଧନୁଯାତ୍ରାର ଉତ୍ପତ୍ତି ୧୯୪୭ ମସିହାରେ ବରଗଡ଼ରେ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୁତନା ବଧ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=TwaAeNAx2q8 ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ଧନୁଯାତ୍ରା। ବରଗଡ଼ ସହରରେ ଚାଲିଛି ମଥୁରା ନରେସ ମହାରାଜା କଂସଙ୍କ ରାଜୁତି। ମହାରାଜ କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁରରେ...

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ସଂଗୀତା ଦାଶଙ୍କ ନୃତ୍ୟ ଜୀବନର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୃତ୍ୟ ମାଧ୍ୟମରେ ନିଜ ଆଇ ମା’ ମନୋରମା ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସଂଗୀତା ଦାଶ। ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଏକ ସ୍ଵତନ୍ତ୍ର ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ। ବିଶିଷ୍ଟ ଅଭିନେତ୍ରୀ ତଥା ଓଡ଼ିଶୀ...

ଭୁବନେଶ୍ଵର: ୧୪୪ ଜଣ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନୂତନ ନିଯୁକ୍ତି ପାଇଥିବା ୧୪୪ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରିବା ଲାଗି ୟୁନିଟ ୮ସ୍ଥିତ ସରକାରୀ ବାଳକ ଉଚ୍ଚ...

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଲମ୍ବା ଇତିହାସ 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍‌’ର ସ୍ୱତନ୍ତ୍ର ପ୍ରୟାସ। ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’। ବିଶ୍ୱ ପ୍ରସିଦ୍ଧ ବରଗଡ଼...

ଶରୀରରେ ସୋଡିୟମ ଅଭାବ ହେଲେ କେଉଁ ସମସ୍ୟା ହୋଇଥାଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=5CA__J6BsDI&t=2s ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମହାରାଜା କଂସ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ତେବେ ଏହି ପୋଷାକ କିଏ ତିଆରି କରନ୍ତି? କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ ଚେନ୍ନାଇରୁ ଆସେ ରତ୍ନ ପଥର ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା।...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମନୋରମ ପରିବେଶ ସୃଷ୍ଟି କଲା ରାଧାକୃଷ୍ଣଙ୍କ ନାବକେଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ...

ସର୍ଭାଇକାଲ କ୍ୟାନ୍ସର କାହାକୁ ହୋଇପାରେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=3NMYk05FxUw ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ। ଗର୍ଭାଶୟର ମୁଖ ଭାଗ,...