ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ହେବ ଦେବ ଦୀପାବଳି। ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ୩ ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ...

ଭୁବନେଶ୍ଵର: ଡିଜିପି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଚାଲିଛି ୩-ଦିନିଆ ଡିଜିପି ସମ୍ମିଳନୀ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏଠାରେ ବିଚାରବିମର୍ଶ କରାଯାଉଛି। ଶନିବାର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ...

ଯୌନ ଅକ୍ଷମତା କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=VQJO06001iQ ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି...

ମୟୂରଭଞ୍ଜ ଜିଲ୍ଲରେ ଅନୁଷ୍ଠିତ ହେଲା କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ସେ ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ଆସିଛନ୍ତି। ଏହାସହ ସେ ଶୁକ୍ରବାର ସନ୍ଧ୍ୟାରେ...

ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ ୨୦୨୪’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର ଇଂରାଜୀ ମହିଳା ପତ୍ରିକା...

ଖୋଲା ପରିସ୍ରା ହେଉନି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=R5YSh5Jtekc ୟୁରିନାରି ରିଟେନ୍‌ସନ୍‌ ଅର୍ଥାତ ଖୋଲା ପରିସ୍ରା ନହେବା, ଅଳ୍ପ ଅଳ୍ପ ପରିସ୍ରା ହେବା ବା ବାରମ୍ବାର ପରିସ୍ରା ଯିବା ସତ୍ତ୍ୱେ ପରିସ୍ରା ଖାଲା ନହେବା। କିଛି ଲୋକ ଏହି ସମସ୍ୟାକୁ...

ବୌଦ୍ଧରେ ପୁଣି ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ଠାବ ହେଲା ମାଓବାଦୀ କ୍ୟାମ୍ପ। ମାନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ଦିନ ଗୋଟିଏ ମାଓବାଦୀ କ୍ୟାମ୍ପ ଠାବ...

ଆଦିବାସୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ଫାଉଣ୍ଡେସନ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଦିବାସୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ଫାଉଣ୍ଡେସନ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ଏହି ପ୍ରକଳ୍ପର ନାମ ‘ସେଲ୍ଟର ଟୁ ହାବିଟେସନ୍’ ରହିଛି।...

ଆଜିଠୁ ଭୁବନେଶ୍ଵରରେ ତିନିଦିନିଆ ଡିଜିପି ସମ୍ମିଳନୀ: ପୋଲିସ ଛାଉଁଣୀରେ ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ଶୁକ୍ରବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ତିନିଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଉଥିବାରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ...