ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଗଳ୍ପ ସଙ୍କଳନ ‘ଅମୃତର ସନ୍ଧାନ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ସଭାଗୃହରେ ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଦ୍ୱିତୀୟ ଗଳ୍ପ ପୁସ୍ତକ 'ଅମୃତର ସନ୍ଧାନ' ଉନ୍ମୋଚିତ ହୋଇଯାଇଛି। ବ୍ରଜନାଥ ରଥ...

ବାଲେଶ୍ଵର: ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ‘ଆଜ୍ ତକ୍ ସାହିତ୍ୟ ଜାଗୃତି ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଜଣାଶୁଣା ଗାଳ୍ପିକ ତଥା ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ମିଳିଲା ‘ଆଜ୍‌ ତକ୍ ସାହିତ୍ୟ ଜାଗୃତି ସମ୍ମାନ’। ଦେଶର ଅନ୍ୟତମ ପ୍ରମୁଖ ସମ୍ବାଦ ମେଡିଆ...

ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ବସିଲା ସର୍ବଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୋମବାର ଦିନ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ସୁପରିଚାଳନା ତଥା ଗୃହରେ ଶାନ୍ତି ବଜାୟ...

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପ୍ରମୁଖ ଆକର୍ଷଣ ଓଡ଼ିଶାର ‘ଖଜୁରୀ ଗୁଡ଼’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=NtA2AOmdi6Y (ନୂଆଦିଲ୍ଲୀ/ଭୁବନେଶ୍ୱର): ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର...

ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=VFnp6jb6fi4 ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେବେ ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ, କ’ଣ ନୁହେଁ, ସୁସ୍ଥ ହାର୍ଟ...

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ମାର୍ଗଶିର କୃଷ୍ଣ ଦଶମୀରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ...

ହେପାଟାଇଟିସ-ବି ହେବାର କାରଣ କ’ଣ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lgoXcb5JVGA ହେପାଟାଇଟିସ୍-ବି ହେଉଛି ହେପାଟାଇଟିସ୍ ବି ଭାଇରସ୍ (ଏଚ୍‌ବିଭି) ଦ୍ଵାରା ସୃଷ୍ଟି ହେଉଥିବା ଜୀବାଣୁ ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ଏହି ସଂକ୍ରମଣ ଦ୍ୱାରା ଲିଭର ସିରୋସିସ୍‌,...

ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ: ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୧୨ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି...

ଓଡ଼ିଶା କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶନିବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକରେ ବିଶ୍ଵ ବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏହା ସହ...

ଭୁବନେଶ୍ଵର: ମା’ ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ବଦଳାଇବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ସ୍ଥାପନ କରାଯାଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଖ୍ୟାତନାମା ସମାଜସେବୀ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହି ପ୍ରତିମୂର୍ତ୍ତିରେ ଥିବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ସୁଧାରି...