ବିଜେପି-ବିଜେଡି ବିବାଦରେ ଫସିଛି ଯାଜପୁରର ମା’ ବିରଜା ହାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି-ବିଜେଡି ବିବାଦ ଭିତରେ ଛନ୍ଦି ହୋଇଛି ଯାଜପୁରର ମା’ ବିରଜା ହାଟ, ଚାଷୀ ପରିବା କେଉଁଠି ବିକିବେ ଫିଟୁନି ବାଟ।
ଯାଜପୁର ଜିଲ୍ଲାର ମା’ ବିରଜା ହାଟକୁ ନେଇ ଦୁଇ ରାଜନୈତିକ...
ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା...
ପେଟ ଚର୍ବିକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି କମିବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=rHr7WaJVRL0
ବର୍ତ୍ତମାନ ସମୟରେ ଜଙ୍କଫୁଡ୍, ଫାଷ୍ଟଫୁଡ୍ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଓ ବଡ଼ ପେଟ ଭଳି ସମସ୍ୟା ଦେଖାଦେଉଛି। ସେମାନେ ପେଟ କମାଇବା ପାଇଁ ବିଭିନ୍ନ...
ଆଜି ପ୍ରଥମାଷ୍ଟମୀ: ଉତ୍ସବମୁଖର ଓଡ଼ିଶାର ପୁରପଲ୍ଲୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ପ୍ରଥମାଷ୍ଟମୀ। ଆଜିର ଦିନରେ ବଂଶର ପ୍ରଥମ ସନ୍ତାନ ବା ବଡ଼ ପୁଅ ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜା ହୋଇଛନ୍ତି। ଏହି ଅବସରରେ...
ରାତି ପାହିଲେ ପ୍ରଥମାଷ୍ଟମୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପୋଢ଼ୁଆଁ ଭାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଶନିବାର ଦିନ ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର।
ପୋଢ଼ୁଆଁ ଭାରରେ ଅରୁଆ...
ଲେଖିକା ରଶ୍ମୀ ରାଉଳଙ୍କ ଉପନ୍ୟାସ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରଠାରେ ଜଣାଶୁଣା ଗାଳ୍ପିକା, କବୟିତ୍ରୀ ତଥା ଔପନ୍ୟାସିକା ରଶ୍ମୀ ରାଉଳଙ୍କ ଉପନ୍ୟାସ ସମଗ୍ର ପୁସ୍ତକ ସହିତ ଅନ୍ୟ ଦୁଇଟି ମନନଶୀଳ ଉପନ୍ୟାସ ‘ଯୋଗିନୀର ଆତ୍ମଲିପି' ଓ...
ହାଟରେ ଗଡ଼ିଲାଣି ଓଲିଉଡ କଳି: ଡିସିପି ଅଫିସ ଆଗରେ ମନୋଜ ମିଶ୍ର-ବବି ଇସଲାମଙ୍କ ହାଇଡ୍ରାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ କଳି। ଭୁବନେଶ୍ଵର ଡିସିପି ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଏବଂ ନିର୍ଦ୍ଦେଶକ ବବି ଇସଲାମ।
ଚରମ ସୀମାରେ ପହଞ୍ଚିଲାଣି ଅଭିନେତା ମନୋଜ...
ମୟୂରଭଞ୍ଜରେ କୃଷକ ସଚେତନତା ରଥର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ କୃଷକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ଏହି ସଚେତନତା ରଥର...
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଚଳିତ ବର୍ଷର ଓଟିଇଟି ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ଫଳ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି।
ଓଟିଇଟି...
ସୁନ୍ଦରଗଡ଼ ଯାଯାବର ଗଣହତ୍ୟା ମାମଲା: ୭ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିକ ସୁନ୍ଦରଗଡ଼ କରମଡ଼ିହି ଯାଯାବର ଗଣହତ୍ୟା ମାମଲାରେ ଶନିବାର ଦିନ ୭ ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ୨୨ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ।
ସୁନ୍ଦରଗଡ଼...





















