ବ୍ଲାଡର କ୍ୟାନ୍ସରକୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=9KXB6Tw-F4c
ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର କୁହାଯାଏ। ଏହାର କାରଣ ଜେନେଟିକ୍ ହୋଇପାରେ କିମ୍ବା ତମ୍ବାଖୁ, ଧୂମପାନ ଯୋଗୁଁ ମଧ୍ୟ ପରିସ୍ରା ଥଳିରେ କ୍ୟାନ୍ସର ହୋଇପାରେ ବୋଲି ଡାକ୍ତର...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ସମସ୍ତଙ୍କ ପସନ୍ଦ ପାଲଟିଛି ‘ଓଡ଼ିଶା ମଣ୍ଡପ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ...
ମହିଳାଙ୍କ ଜରାୟୁ ତଳକୁ କାହିଁକି ଖସିଯାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=xpX_xuxo91M&t=1s
ମହିଳାଙ୍କର ପେଲଭିକ୍ ମାଂସପେଶୀ ଦୁର୍ବଳ ହୋଇଗଲେ ଜରାୟୁ ଖସିଯାଏ। ଏହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ ବୋଲି କୁହାଯାଏ।
ତେବେ କେଉଁ ବୟସର ମହିଳାଙ୍କ ଜରାୟୁ ତଳକୁ ଖସିବାର ଆଶଙ୍କା...
ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନଭେମ୍ବର ୧୬ ତାରିଖ ହେଉଛି ଭାରତର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ସ୍ୱର୍ଗତଃ ରାମୋଜୀ ରାଓଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା...
ଶରୀରରେ ଇଲେକ୍ଟ୍ରୋଲାଇଟ୍ର ଅଭାବ କେମିତି ଦୂର ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nDnPWfIk0So
ଶରୀରରେ କ୍ୟାଲ୍ସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...
ସଂଘର୍ଷରୁ ସଫଳତା: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଜୀବନ ଯାତ୍ରା
ପ୍ରଣତୀ ପରିଡ଼ା
ରାମୋଜୀ ରାଓ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ। ଦୃଢ଼ତା, କର୍ମ ତତ୍ପରତା, ଶୃଙ୍ଖଳା ଓ ନୈତିକତାର ଅନନ୍ୟ ଉଦାହରଣ। ସାମ୍ବାଦିକତା କ୍ଷେତ୍ରରେ ସେ ଯେଉଁ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି, ତାହା...
ରାୟଗଡ଼ା: ଗ୍ୟାସ୍ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ, ୨ ଜଣ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗ୍ୟାସ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା...
ଚାନ୍ଦିପୁର ରେଞ୍ଜ ସ୍କୁଲରେ ଅନୁଷ୍ଠିତ ହେଲା ବାର୍ଷିକ କ୍ରୀଡ଼ା ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡ଼ା ଉତ୍ସବକୁ ପିଏକ୍ସଇର କାର୍ଯ୍ୟବାହୀ ନିର୍ଦ୍ଦେଶକ ବୈଜ୍ଞାନିକ ଡକ୍ଟର ପି କେ...
ମିଡିଆ ସାମ୍ରାଜ୍ୟର ବାଦଶାହ ରାମୋଜୀ ରାଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମିଡିଆ ସାମ୍ରାଜ୍ୟର ବାଦଶାହ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
ରାମୋଜୀ ରାଓ, କେବଳ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ। ଗଣମାଧ୍ୟମ କ୍ଷେତ୍ରରେ ଆସିଥିବା...
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ହେବ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତରେ ସେ ସିଙ୍ଗାପୁରରେ ଏକାଧିକ ଶିଳ୍ପପତି ଓ ନିବେଶକଙ୍କ ସହ ସାକ୍ଷାତ କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏଠାରେ ଆଲୋଚନା...





















