ବାଲିଯାତ୍ରା ପାଇଁ କଟକରେ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ...

ଢେଙ୍କାନାଳ: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଖରୀରେ ବୁଡ଼ି ଦୁଇଜଣଙ୍କର ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଏକତାଳି ଗାଁରେ। ମୃତକ ହେଉଛନ୍ତି ଗଣେଶ୍ଵର ବେହେରା ଓ ଶୁଭମ ବେହେରା। ଜଣକ ବୟସ ୭...

ଡାଏବେଟିସ୍ ରୋଗୀ କ’ଣ ଖାଇବେ କ’ଣ ନୁହେଁ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=xJeq3f18lW4 ଆଜି ବିଶ୍ୱ ମଧୁମେହ ଦିବସ ବା ୱାର୍ଲ୍ଡ ଡାଏବେଟିସ୍‌ ଡେ'। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଡାଏବେଟିସ୍ ରୋଗ ବାବଦରେ ଜନସଚେତନତା...

ଆଜି ପଞ୍ଚକର ତୃତୀୟ ଦିନ: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚକର ତୃତୀୟ ଦିନରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ହଜାର ହଜାର...

ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=H1VeLUxoCWs ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି: ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସେବା ଭବନଠାରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏଣିକି...

ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଜୁଡୋ ଖେଳାଳିଙ୍କୁ ଆର୍ଥିକ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୧ରୁ ୮ ତାରିଖ ପର୍ଯ୍ୟନ୍ତ ମାଲେସିଆରେ ହେବାକୁ ଯାଉଛି ‘ଦଶମ ଏସିଆ ପାସିଫିକ ଡିଫ ଗେମ୍ସ-୨୦୨୪’। ଏଥିରେ ଭାରତୀୟ ଦଳରୁ ପ୍ରତିନିଧିତ୍ଵ କରିବାକୁ...

ମୟୂରଭଞ୍ଜ: ହାତୀ ଗଣନା ପାଇଁ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ଵତନ୍ତ୍ର ତାଲିମ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସମଗ୍ର ରାଜ୍ୟରେ ହାତୀ ଗଣନା କାର୍ଯ୍ୟ ନଭେମ୍ବର ୧୪, ୧୫ ଓ ୧୬ ତାରିଖ ତିନି ଦିନ ବ୍ୟାପୀ କରାଯିବ। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ...

ସୁଭଦ୍ରା ଯୋଜନାରୁ ବାଦ ପଡ଼ିବେନି ଜଣେ ବି ଯୋଗ୍ୟ ହିତାଧିକାରୀ – ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ତୃତୀୟ କିସ୍ତିରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା...

ନଭେମ୍ବର ୧୫ରୁ ବଢ଼ିବ ଶୀତ: ରାଜ୍ୟରେ ୨ରୁ ୪ ଡିଗ୍ରୀ ଖସିବ ପାରଦ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବାକୁ ଯାଉଛି ଶୀତ ଲହରୀ। ରାଜ୍ୟରେ ନଭେମ୍ବର ୧୫ ତାରିଖରୁ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ...