ଆଜିଠୁ ପଞ୍ଚକ ବ୍ରତ: ପୁରୀରେ ଜମୁଛି ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପଞ୍ଚକରେ ଶ୍ରୀଜିଉଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବିଶ୍ୱ ଦକ୍ଷତା କେନ୍ଦ୍ରର ଚତୁର୍ଥ ସମାବର୍ତ୍ତନ ଉତ୍ସବ: ୭ଟି ଟ୍ରେଡର ଶ୍ରେଷ୍ଠ ୨୧ ଛାତ୍ରଛାତ୍ରୀ ସମ୍ମାନିତ

ଓଡ଼ିଶାଲାଇଭ୍ ବ୍ୟୁରୋ • ବିଶ୍ୱ ଦକ୍ଷତା କେନ୍ଦ୍ରରେ ୱେଲ୍ଡିଂରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଉଦଘାଟିତ• ଯୁବପିଢ଼ିଙ୍କୁ ଉଦ୍ୟୋଗ ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବା ଲାଗି ‘ନାନୋ ୟୁନିକର୍ଣ୍ଣ’ ଶୁଭାରମ୍ଭ (ଭୁବନେଶ୍ୱର): ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା...

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ଟପ୍ପର ଶ୍ୱେତାଶ୍ରୀ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ZCUhcn_5r3E ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭଦ୍ରକର ଶ୍ୱେତାଶ୍ରୀ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ୨୦୨୨ ମସିହା ଓସିଏସ ପରୀକ୍ଷାରେ ରାଜ୍ୟରେ ପ୍ରଥମ...

ବର୍ଷକୁ ୧୨ଟି ଋତୁସ୍ରାବ ଛୁଟି ପାଇବେ ଓଡ଼ିଶାର ସରକାରୀ ମହିଳା କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏଣିକି ଋତୁସ୍ରାବ ପାଇଁ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ଋତୁସ୍ରାବ ପାଇଁ ମାସକୁ ଗୋଟିଏ ହିସାବରେ ବର୍ଷକୁ ୧୨ଟି ଅତିରିକ୍ତ ଛୁଟି ପାଇବେ ମହିଳା କର୍ମଚାରୀ। ୫୫ ବର୍ଷ...

ଓଡ଼ିଶାରେ ନଭେମ୍ବର ୧୫ରୁ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ପାରଦ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବାକୁ ଯାଉଛି ଶୀତ। ରାଜ୍ୟରେ ନଭେମ୍ବର ୧୫ ତାରିଖରୁ ରାତିରେ ପାରଦ ଖସିବା ସହ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ...

ଆସନ୍ତାକାଲିଠାରୁ ପଞ୍ଚକ ବ୍ରତ: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାରରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚକ ବ୍ରତ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବ। ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ...

ବାଲେଶ୍ଵର: ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ‘ନାୟିକା ମିଡିଆ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ନାଟ୍ୟାନୁଷ୍ଠାନ 'ନାୟିକା’ ପକ୍ଷରୁ ସପ୍ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ନାଟକ ମହୋତ୍ସବ ମଞ୍ଚରେ ବାଲେଶ୍ଵରର ଯୁବ...

ଶୀତଦିନେ ଥଣ୍ଡା, ଜ୍ଵରକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-XwlYSMQxMo ସାଧାରଣତଃ ଶୀତ ଦିନ ଆସିଲେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ବଦଳୁଥିବା ପାଣିପାଗ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଫଳରେ ପିଲାଠୁ ବୟସ୍କ ସଭିଙ୍କଠାରେ...

ସରକାରୀ ନର୍ସଙ୍କ ପାଇଁ ଆସିଲା ନୂଆ ଡ୍ରେସ୍‌ କୋଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍‌ କୋଡରେ ପରିବର୍ତ୍ତନ ହୋଇଛି। ସବୁ ନର୍ସ ଏବେ ନୂଆ ରଙ୍ଗ ତଥା ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ। ଡ୍ରେସ୍‌ କୋଡ...

ଭୁବନେଶ୍ୱର: ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ରବିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି।...