ଭୁବନେଶ୍ୱରରେ ଅନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=J3CDNfcW9es
ଭୁବନେଶ୍ୱରରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ। ମଙ୍ଗଳବାର ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା...
ଓଡ଼ିଶାରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ ମାସର ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାସନ କାର୍ଡ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଚାଉଳ ଦିଆଯିବ। ଆଗୁଆ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୩ ମାସର ଚାଉଳ ପାଇବେ...
ଭୁବନେଶ୍ୱରରେ ନଭେମ୍ବର ୧୦ରୁ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=jSxmp9D2_CA
ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’।
ଭୁବନେଶ୍ୱରରେ ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ...
ବ୍ରେନ୍ ଷ୍ଟ୍ରୋକ୍କୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=FTqfhO2q5Ts
ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ କାରଣରୁ ବର୍ତ୍ତମାନ ସମୟରେ ଷ୍ଟ୍ରୋକ୍ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା...
ନୀଳଗିରି ମହାବିଦ୍ୟାଳୟରେ ‘ଆଦିବାସୀ ସଂସ୍କୃତି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ‘ଆଦିବାସୀ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଡକ୍ଟର କନକଲତା ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...
ଭଦ୍ରକ: ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଉପରକୁ ଗୁଳିମାଡ଼ ହୋଇଛି। ମଙ୍ଗଳବାର ଭଦ୍ରକ ଓ ବାଉଦପୁର ଷ୍ଟେସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୨ ରାଉଣ୍ଡ ଗୁଳିମାଡ଼ରେ ଟ୍ରେନର...
ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ସଂସ୍କୃତିର ସୁରକ୍ଷା ଦିଗରେ ରାଜ୍ୟ ସରକାର ଖୁବଶୀଘ୍ର ନିୟମାବଳୀ ଜାରି କରିବେ ବୋଲି କହିଛନ୍ତି ଅବକାରୀ ତଥା ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ...
ଶିଶୁ ପାଇଁ ମା’ କ୍ଷୀର କେତେ ଜରୁରୀ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=KEArH7CYzwc
ମା’ର କ୍ଷୀର ଗୋଟିଏ ଶିଶୁ ପାଇଁ ସର୍ବୋକୃଷ୍ଟ ଖାଦ୍ୟ ହୋଇଥାଏ। ଶିଶୁ ଜନ୍ମ ହେବା ମାତ୍ରେ ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ଶିଶୁ ପାଇଁ ବେଶ୍ ଉପାଦେୟ।
ସ୍ତନ୍ୟପାନ...
କୋରାପୁଟ: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ...
ଓଡ଼ିଶା ପୋଲିସରେ ୨୦୮୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ନଭେମ୍ବର ୧୫ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୨୦୮୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...





















