ନନ୍ଦନକାନନରେ ୪ଟି ବାଘ ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ‘ରୁପା’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪ଟି ବାଘ ଶାବକଙ୍କୁ ଜନ୍ମ ଦେଲା ଧଳା ବାଘୁଣୀ ରୁପା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଖୁବଶୀଘ୍ର ଏହି ନୂଆ...

ବଲିଉଡରେ ଓଡ଼ିଆ ପୁଅଙ୍କ କମାଲ: ଚର୍ଚ୍ଚାରେ ‘ଭୁଲ ଭୁଲେୟା-୩’ର ସହ-ନିର୍ଦ୍ଦେଶକ ରାଜ କିଶୋର ହୋତା

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ୍ ହୋଇଛି ବଲିଉଡ୍ ଫିଲ୍ମ ‘ଭୁଲ ଭୁଲେୟା-୩’। କାର୍ତ୍ତିକ ଆର୍ୟନ୍ ଓ ତ୍ରିପ୍ତି ଦିମରିଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଦର୍ଶକେ ଏହାକୁ ଖୁବ୍ ପ୍ରଶଂସା...

ବାଲେଶ୍ୱର: ଉଦୟ ନାରାୟଣ ଦାସଙ୍କ ଉପନ୍ୟାସ ‘ଶ୍ରୀଜଙ୍ଗ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଗାଳ୍ପିକ ଉଦୟ ନାରାୟଣ ଦାସଙ୍କ ରଚିତ ଉପନ୍ୟାସ 'ଶ୍ରୀଜଙ୍ଗ' ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ସାହିତ୍ୟିକ କମଳାକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଉନ୍ମୋଚନ କାର୍ଯ୍ୟକ୍ରମ...

ସୁନ୍ଦରଗଡ଼: ସଂକୀର୍ତ୍ତନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂକୀର୍ତ୍ତନ ସାରି ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକନପାଲି ନିକଟରେ। ହେମଗିରି ଥାନା କଣ୍ଡାଧୁଡ଼ା ଓ...

ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା – ପ୍ରଭାତୀ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ମହିଳାମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଯୋଜନାର ପ୍ରଥମ କିସ୍ତି ପାଇନଥିବା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା...

ଓଡ଼ିଶାରେ ଖୋଲିବ ନାସନାଲ ସ୍କୁଲ ଅଫ୍ ଡ୍ରାମାର ଆଞ୍ଚଳିକ ଶାଖା – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖୋଲିବ ନାସନାଲ ସ୍କୁଲ ଅଫ୍ ଡ୍ରାମାର (ଏନଏସଡି) ଆଞ୍ଚଳିକ ଶାଖା। ଭୁବନେଶ୍ୱରରେ ଏହାର ନୂଆ କ୍ୟାମ୍ପସ୍‌ ସ୍ଥାପନ ହେବ। ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠ୍ୟକ୍ରମ ଆରମ୍ଭ ହେବ। ଏନେଇ ସୂଚନା...

ଏଣିକି ବାର୍‌ରେ ହେବନି ଡ୍ୟାନ୍ସ, ନମାନିଲେ ରଦ୍ଦ ହେବ ଲାଇସେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବାର୍‌ମାନଙ୍କରେ ହୋଇପାରିବନି ଡ୍ୟାନ୍ସ, କେବଳ ଗୀତ ଗାଇବାକୁ ମିଳିବ ଅନୁମତି। ଆଇନରେ ଖିଲାପ ହେଲେ ରଦ୍ଦ ହେବ ବାର୍‌ ଲାଇସେନ୍ସ। ଶୁକ୍ରବାର ଦିନ ଏହା କହିଛନ୍ତି ଅବକାରୀ ତଥା ଆଇନ...

କେନ୍ଦୁଝରରେ ହେବ ଜେଏସଡବ୍ଲ୍ୟୁ-ପୋସ୍କୋର ମେଗା ଷ୍ଟିଲ୍ ପ୍ଲାଣ୍ଟ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ଜିଲ୍ଲାରେ ହେବାକୁ ଯାଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ। ଜେଏସଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ଏହି ଷ୍ଟିଲ କାରଖାନା ନିର୍ମାଣ ହେବ। ଶୁକ୍ରବାର କେନ୍ଦୁଝର ଗସ୍ତ ସମୟରେ ଏନେଇ ସୂଚନା...

ପୁଣି ଆସିବ ‘ସୁଭଦ୍ରା’ ଗାଇଡଲାଇନ – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଆସିବ ‘ସୁଭଦ୍ରା’ ଯୋଜନା ଗାଇଡଲାଇନ। ରିଜେକ୍ଟ ଲିଷ୍ଟରେ ଥିବା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରିବା ପାଇଁ ସରକାର ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି। ଏ ନେଇ ଶୁକ୍ରବାର ଦିନ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ ସୁଡ଼ଙ୍ଗ ନାହିଁ – ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ରହିଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର...