ଭୁବନେଶ୍ଵର: ଦୀପାବଳିରେ ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳିରେ ଭୁବନେଶ୍ଵରରେ ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି ହୋଇଛି। ଏଥର ସହରର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ସୋମବାର ଭୁବନେଶ୍ୱର ଡିସିପି...
ହକି ଇଣ୍ଡିଆ ଲିଗ୍: ଓଡ଼ିଶାର ପୁରୁଷ ଓ ମହିଳା ଦଳରେ ଖେଳିବେନି ରାଜ୍ୟର ତାରକା ଖେଳାଳି
ସତୀଶ ଶର୍ମା
୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏଥିରେ...
ଦୁର୍ନୀତିକୁ ବରଦାସ୍ତ କରିବେନି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି। ସୋମବାର ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର...
ମା’ ମଉଳୀ ଦେବୀ ମନ୍ଦିରରୁ ଆରମ୍ଭ ହେଲା କୋରାପୁଟର ଲୋକ ମହୋତ୍ସବ ‘ପରବ ୨୦୨୪’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମା' ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୪। ସେମିଳିଗୁଡ଼ା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା'...
ଖୁବଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା – ପ୍ରଭାତୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବଶୀଘ୍ର ରାଜ୍ୟର ମହିଳାମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଯୋଜନାର ପ୍ରଥମ କିସ୍ତି ପାଇନଥିବା ସବୁ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ଏନେଇ ସୋମବାର ସୂଚନା...
ଷ୍ଟ୍ରୋକ୍ ପରେ କେମିତି ନେବେ ମାନସିକ ସ୍ଵାସ୍ଥ୍ୟର ଯତ୍ନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=-ye71-tKyAg
ଷ୍ଟ୍ରୋକ୍କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ ଅକ୍ଷମ ମଧ୍ୟ ହୋଇଯାଆନ୍ତି। ତେଣୁ...
ଆଜି ପୁଣି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାର। ଏନେଇ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ...
ସ୍କିନ ଆଲର୍ଜିରୁ କେମିତି ରକ୍ଷା ପାଇବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=LbarWTtZz0U
ତ୍ୱଚା ବା ସ୍କିନରେ ଆଲର୍ଜି ଏକ ସାଧାରଣ ରୋଗ। ଏହା ବିଭିନ୍ନ କାରଣରୁ ହୋଇଥାଏ। କୌଣସି ଖାଦ୍ୟ ଖାଇବା ଦ୍ୱାରା, କସମେଟିକ ପ୍ରଡକ୍ଟ ଲଗାଇବା ଦ୍ୱାରା କିମ୍ବା ସୂର୍ଯ୍ୟ କିରଣରୁ...
ଷ୍ଟ୍ରୋକ୍ ବଦଳାଇ ଦେଲା ଭୁବନେଶ୍ଵରର ସୁମିତ ଠାକୁରଙ୍କ ଜୀବନ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=cMA1TdCZ7Is
ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ।
‘ଷ୍ଟ୍ରୋକ୍’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ...
ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ। ବାଘକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ।
ଭୁବନେଶ୍ଵର ବିମାନବନ୍ଦର ନିକଟ ଡମ୍ପିଂୟାର୍ଡରେ ଶନିବାର ସକାଳେ ଗୋଟିଏ ପଶୁର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏପରିକି...





















