‘ଦାନା’ ପ୍ରଭାବ: ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏବେ ଚିନ୍ତା ବଢ଼ାଇଛି ବନ୍ୟା ଜଳ। ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ...

ଚୋରି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ଟାଉନ ଥାନା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରସ୍ଥିତ ଆଦର୍ଶ ନଗରରେ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ଥାନା ପୋଲିସ। ପୋଲିସ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ...

ଖୁବ ନାଟକୀୟ ଥିଲା ମଧୁବାବୁଙ୍କ ବିବାହ: ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ଜାଣିନଥିଲେ ପତ୍ନୀ

ମିନତି ମିଶ୍ର ସେ ଥିଲେ ପକ୍କା ଓଡ଼ିଆ। ତାଙ୍କ ମନରେ, ସ୍ୱପ୍ନରେ, ଚିନ୍ତାରେ କେବଳ ଓଡ଼ିଶା ଆଉ ଓଡ଼ିଆ। ସେ ପ୍ରମାଣ କରିଦେଇଥିଲେ ଓଡ଼ିଆ କେତେ ସଚ୍ଚୋଟ ଓ ଉଦାର। ପ୍ରକୃତରେ ସେ ଥିଲେ...

ଖୁବ ଶୀଘ୍ର ସ୍ଥିତି ସ୍ଵାଭାବିକ ହେବ – ମନ୍ତ୍ରୀ ସୁରେଶ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୀଷଣ ରୂପ ନେଇ ଓଡ଼ିଶାକୁ ଆସିଥିବା ବାତ୍ୟା ‘ଦାନ’ ଚାଲିଗଲା। କିନ୍ତୁ ଉଜାଡ଼ି ଦେଲା ଲୋକଙ୍କ ଫସଲ। ବାତ୍ୟା ଯୋଗୁଁ ଅନେକ ଲୋକଙ୍କ ଭର ଭାଙ୍ଗିଗଲା ଏବଂ ଅଧିକାଂଶ ଗଛ କ୍ଷତିଗ୍ରସ୍ତ...

‘ଦାନା’ ପ୍ରଭାବ: ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି, ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୀଷଣ ବାତ୍ୟା ‘ଦାନା’ ଭିତରକନିକାର ହବାଳିଖଟି ନେଚର୍ କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁବାପରେ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଦକ୍ଷିଣ ବାଲେଶ୍ଵରର ବିଭିନ୍ନ...

ବ୍ରେନ୍ ଷ୍ଟ୍ରୋକ୍‌ ପରେ ଭୁବନେଶ୍ଵରର ମଞ୍ଜୁଲତା ବହିନୀପତି ପାଇଲେ ନୂଆ ଜୀବନ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=cMA1TdCZ7Is ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି। ଷ୍ଟ୍ରୋକ୍‌ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଏହା ଯୋଗୁଁ କିଏ ପ୍ରାଣ ହରାଏ...

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ‘ଦାନା’: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଦାନା’ ଏବେ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଓଡ଼ିଶା ଦେଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା...

ଅକ୍ଟୋବର ମାସରେ କାହିଁକି ଆସେ ବାତ୍ୟା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=rD7nLTUyX8Y ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ଘାରେ ବାତ୍ୟା ଭୟ। କାରଣ ଅକ୍ଟୋବର ମାସରେ ଅନେକ ବାତ୍ୟାର ତାଣ୍ଡବ ଦେଖିଛନ୍ତି ଓଡ଼ିଶାବାସୀ। ଚଳିତ ଅକ୍ଟୋବରରେ ବାତ୍ୟା ‘ଦାନା’ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିଲା। ତେବେ...

ଝାଡ଼ଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଛି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କେମିତି ନେବେ ବ୍ରେନ୍ ଷ୍ଟୋକ୍ ପରେ ଯତ୍ନ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Ur1ODJBgFf8 ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ...